ETV Bharat / sitara

ବଏଫ୍ରେଣ୍ତଙ୍କ ସହ ମାଳଦ୍ବୀପରେ ମସ୍ତି କରୁଛନ୍ତି ହିନା - hina-stunning-colourful-photos

ଆଜିକାଲି ଟେଲିଭିଜନର ଜଣାଶୁଣା ଅଭିନେତ୍ରୀ ହିନା ଖାନ ଛୁଟିଦିନର ମଜା ନେଉଛନ୍ତି । ସେ ପୁଣି ଥରେ ବୟଫ୍ରେଣ୍ତ ରକିଙ୍କ ସହ ମାଳଦ୍ବୀପରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ...

hina-khan-shares-stunning-colourful-photos-from-maldives-vacation
ବୟଫ୍ରେଣ୍ତଙ୍କ ସହ ମାଳଦ୍ବୀପରେ ମସ୍ତି କରୁଛନ୍ତି ହିନା
author img

By

Published : Mar 19, 2021, 8:57 PM IST

ନୂଆଦିଲ୍ଲୀ: ଆଜିକାଲି ଟେଲିଭିଜନର ଜଣାଶୁଣା ଅଭିନେତ୍ରୀ ହିନା ଖାନ ଛୁଟିଦିନର ମଜା ନେଉଛନ୍ତି । ସେ ପୁଣି ଥରେ ବୟଫ୍ରେଣ୍ତ ରକିଙ୍କ ସହ ମାଳଦ୍ବୀପରେ ପହଞ୍ଚିଛନ୍ତି ।

ହିନା ସୋସିଆଲ ମିଡିଆରେ ସବୁବେଳେ ଫ୍ୟାନ୍ସଙ୍କୁ ଏଣ୍ଟରଟେନ କରନ୍ତି । କେବେ ନିଜର ଟ୍ରାଡିଶନାଲ ଲୁକ ତ କେବେ ୱେଷ୍ଟର୍ଣ୍ଣ ଲୁକରେ ନିଜ ଜଲୱା ଦେଖାନ୍ତି । ତାଙ୍କର ଫଟୋ ଏବଂ ଭିଡିଓ ମଧ୍ୟ ଫ୍ୟାନ୍ସଙ୍କ ମନ କିଣିଥାଏ ।

ଏବେ ହିନା ମାଳଦ୍ବୀପରୁ ତାଙ୍କର କିଛି ୱେଷ୍ଟର୍ଣ୍ଣ ଡ୍ରେସ ରେ ସେକ୍ସୀ କଲରଫୁଲ ଫଟୋ ସେୟାର କରିଛନ୍ତି । ଫଟୋଗୁଡିକରେ ହିନା ବହିତ ସୁନ୍ଦର ଦେଖାଯାଉଛନ୍ତି ।

ଏହି ଫଟୋଗୁଡ଼ିକୁ ସେୟାର କରି କ୍ୟାପସନରେ ହିନା ଲେଖିଛନ୍ତି, 'ଯାତ୍ରା ଆପଣଙ୍କ ପାଇଁ ଅଧିକ ଶକ୍ତି ଆଣିଥାଏ ... ଏହା ମୋର ଏକ ଖୁସିର ସ୍ଥାନ ' ।

ପ୍ରକାଶ ଥାଉ ଯେ, ଚଳିତ ବର୍ଷ ହିନାଙ୍କ ୱେବ୍ ସିରିଜ୍ 'ଡ୍ୟାମେଜ- 2' ମୁକ୍ତିଲାଭ କରିଥିଲା । ଏହା ବ୍ୟତୀତ ସେ ନାଗିନ୍‌ର ଚତୁର୍ଥ ସିଜନରେ ନାଗେଶ୍ବରୀ ଭୂମିକାରେ ଅଭିନୟ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.