ETV Bharat / sitara

ଶ୍ୱେତା ତିୱାରୀଙ୍କ ନାମରେ ଫେକ ଫେସବୁକ ଆକାଉଣ୍ଟ, କହିଲେ ରିପୋର୍ଟ କର - Shweta said - Report it, I am not

ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ନାମରେ ଏକ ଫେକ ଫେସବୁକ ଆକାଉଣ୍ଟ ଖୋଲାଯାଇଛି । ଯାହା କି ପ୍ରକୃତରେ ତାଙ୍କର ଫେସବୁକ ଆକାଉଣ୍ଟ ନୁହେଁ । ଅଧିକ ପଢନ୍ତୁ...

Fake Facebook account made in the name of Shweta Tiwari, said - Report it, I am not
ଶ୍ୱେତା ତିୱାରୀଙ୍କ ନାମରେ ଫେକ ଫେସବୁକ ଆକାଉଣ୍ଟ, କହିଲେ ରିପୋର୍ଟ କର
author img

By

Published : Apr 12, 2020, 7:50 PM IST

ମୁମ୍ବାଇ: ଚାଲିଥିବା ଲକଡାଉନ ଯୋଗୁଁ ଆଜିକାଲି ବଲିଉଡର ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ବହୁତ ସମୟ ବିତୋଉଛନ୍ତି । ନିକଟରେ ବଲିଉଡ ଅଭିନେତ୍ରୀ ଶ୍ୱେତା ତିୱାରୀ ସୋସିଆଲ ମିଡିଆରେ କିଛି ଅଜବ ଜିନିଷ ଲକ୍ଷ୍ୟ କରିଛନ୍ତି ।

Fake Facebook account made in the name of Shweta Tiwari, said - Report it, I am not
ଶ୍ୱେତା ତିୱାରୀଙ୍କ ନାମରେ ଫେକ ଫେସବୁକ ଆକାଉଣ୍ଟ, କହିଲେ ରିପୋର୍ଟ କର

ଅଭିନେତ୍ରୀ ଶ୍ୱେତା ତିୱାରୀ କହିଛନ୍ତି ଯେ ତାଙ୍କ ନାମରେ ଏକ ଫେକ ଫେସବୁକ ଆକାଉଣ୍ଟ ଖୋଲାଯାଇଛି । ଯାହା କି ପ୍ରକୃତରେ ତାଙ୍କର ଫେସବୁକ ଆକାଉଣ୍ଟ ନୁହେଁ । ଶ୍ୱେତାଙ୍କର କିଛି ପ୍ରଶଂସକମାନେ ତାଙ୍କ ନାମରେ ଏହି ଫେକ ଆକାଉଣ୍ଟ ଖୋଲିଛନ୍ତି । ଶ୍ୱେତା ତାଙ୍କ ଇନଷ୍ଟାଗ୍ରାମରେ ଫେକ ଫେସବୁକ ଆକାଉଣ୍ଟର ସ୍କ୍ରିନସଟ ସେୟାର କରି କହିଛନ୍ତି ଯେ, ଏହା ମୋର ଆକାଉଣ୍ଟ ନୁହେଁ । ଦୟାକରି ଏହାକୁ ରିପୋର୍ଟ କରନ୍ତୁ ।

ଶ୍ୱେତାଙ୍କର ଏହି ଫେକ ଆକାଉଣ୍ଟ ପୋଷ୍ଟରେ ଲେଖାଯାଇଛି ଯେ, ଏହି ଲକଡାଉନ ସମୟରେ ସମସ୍ତେ ନିଜ ଘର ଭିତରେ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ । ଏହି ଫେକ ଆକାଉଣ୍ଟରେ ଏହା ମଧ୍ୟ ଲେଖାଯାଇଛି ଯେ, ଶ୍ୱେତା ତିୱାରୀ ଲକଡାଉନ ପରେ ଦିଲ୍ଲୀ ଏବଂ ମୁମ୍ବାଇରେ ତାଙ୍କ ପ୍ରଶଂସକମାନଙ୍କୁ ଭେଟିବାକୁ ଆସିବେ । ଶେଷରେ ଶ୍ୱେତା କହିଛନ୍ତି ଏହା ଏକ ଫେକ ଫେସବୁକ ଆକାଉଣ୍ଟ, ପ୍ରକୃତରେ ଏହା ମୁଁ ନୁହେଁ । ଦୟାକରି ଏହାକୁ ରିପୋର୍ଟ କରନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.