ETV Bharat / sitara

ଶେଷ ହେବ ‘ନାଗିନ-4’

author img

By

Published : May 29, 2020, 8:20 PM IST

ଏକତା କପୁରଙ୍କ ବଡ ଖୁଲାସା । ଖୁବଶୀଘ୍ର ଆଣିବେ ‘ନାଗିନ’ର ନୂଆ ସିଜନ । ହେଲେ ନଜର ଆସିବେ ନାହିଁ ନିୟା ଓ ରଶ୍ମୀ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଲୋକପ୍ରିୟ ନିର୍ମାତା ଏକତା କପୁର ଗୁରୁବାର ଏମିତି ଏକ ଘୋଷଣା କରିଛନ୍ତି । ଯାହାକୁ ଶୁଣି ଟେଲି ଦର୍ଶକଙ୍କ ମନ ଦୁଃଖ ହୋଇଯାଇଛି । କାରଣ ଖୁବଶୀଘ୍ର ସେ ନିଜ ଚର୍ଚ୍ଚିତ ଶୋ ‘ନାଗିନ-4’ ସମାପ୍ତ କରିବାକୁ ଯାଉଛନ୍ତି। ହେଲା ଏହା ସହ ସେ ଗୁଡନ୍ୟୁଜ ମଧ୍ୟ ସମସ୍ତଙ୍କୁ ଶୁଣାଇ ସମସ୍ତଙ୍କ ମନରେ ହସଫୁଟାଇଛନ୍ତି । ଆଜ୍ଞା ହଁ, ‘ନାଗିନ-4’ ଶେଷ ହେଲା ପରେ ସେ ‘ନାଗିନ-5’ ଆଣି ପରଦାକୁ ଫେରିବେ ।

ସେ ଏକ ଭିଡିଓରେ ଜରିଆରେ କହିଛନ୍ତି ଯେ ତାଙ୍କୁ ‘ନାଗିନ-4’ ବିଷୟରେ ଅନେକଥର ପ୍ରଶ୍ନ କରାଯାଉଛି । ତେଣୁ ସେ ଗୋଟିଏଥର ସମସ୍ତଙ୍କୁ ଏହା ଜଣାଇ ଦେବାକୁ ଚାହୁଁଛନ୍ତି ଯେ ଶୋର ଅନ୍ତ ଶାନଦାର ହେବ। କାରଣ ଅନ୍ତର ଆରମ୍ଭ କରିବା ପାଇଁ କୌଣସି ମଝି ପାର୍ଟର ଆବଶ୍ୟକ ନାହିଁ। ପ୍ରଥମେ ଆମେ ‘ନାଗିନ-4’ ଶେଷ କରିବୁ । ତା ସଙ୍ଗେ ସଙ୍ଗେ ‘ନାଗିନ-5’ର କାମ ଆରମ୍ଭ କରିଦେବୁ।

ଶୁଣିବାକୁ ମିଳୁଛି ଯେ ସିଜନ 5ରେ ଫେମସ ଅଭିନେତ୍ରୀ ରଶ୍ମୀ ଦେସାଇ ଓ ନିୟା ଶର୍ମା ଭଳି ଅଭିନେତ୍ରୀ ଆଉ ନଜର ଆସିବେ ନାହିଁ । ଏମାନଙ୍କ ସ୍ଥାନରେ ନୂଆ ଅଭିନେତ୍ରୀଙ୍କୁ ସୁଯୋଗ ଦେବେ ଏକତା ବୋଲି ସ୍ଥିର କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.