ETV Bharat / sitara

ନୃତ୍ୟ ମାଧ୍ୟମରେ ଭଗବାନଙ୍କ ଅର୍ଚ୍ଚନା

ଭୁବନେଶ୍ବର ରବିନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି ଦେବୀପ୍ରସାଦ ସମ୍ମାନ ଉତ୍ସବ । ନୃତ୍ୟାର୍ଚ୍ଚନା ପକ୍ଷରୁ ଆୟୋଜିତ କରାଯାଇଥିବା ଏହି ଉତ୍ସବରେ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ ନୃତ୍ୟାଶିଳ୍ପୀମାନେ ।

author img

By

Published : Jun 12, 2019, 9:16 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ନୃତ୍ୟାର୍ଚ୍ଚନା ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ରବିନ୍ଦ୍ରମଣ୍ଡପରେ ଆୟୋଜିତ ହୋଇଛି ନୃତ୍ୟ ଉତ୍ସବ । ଏହି ଉତ୍ସବରେ ନୃତ୍ୟାର୍ଚ୍ଚନାର କଳାକାର ମାନଙ୍କ ଦ୍ବାରା ନୃତ୍ୟ ପରିବେଷଣ କରାଯାଇଥିଲା । ଚମତ୍କାର ଭାବଭଙ୍ଗୀ ସହ ଦର୍ଶକଙ୍କ ମନ ଜିଣିପାରିଥିଲେ ନୃତ୍ୟଶିଳ୍ପୀ ମାନେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଉତ୍ସବରେ ପ୍ରସିଦ୍ଧ ମାର୍ଦଳ ବାଦକ ଧନେଶ୍ବର ସ୍ବାଇଁଙ୍କୁ ଦେବୀପ୍ରସାଦ ଦାସ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ମନୋରଞ୍ଜନ ପ୍ରଧାନ, ମିନତୀ ପ୍ରଧାନ, ସୋନାଲି ମହାପାତ୍ର, ଲିମା ଦାସ ଓ ସଂଗୀତା ଆଇଚ ଭୌମିକଙ୍କୁ ନୃତ୍ୟାର୍ଚ୍ଚନା ସମ୍ମାନରେ ସମ୍ମାନିତ କରାଯାଇଛି ।

ସମ୍ପାଦକ ସୁରେଶ କୁମାର ଖୁଣ୍ଟିଆଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଡ଼ଃ ମୃତ୍ୟୁଞ୍ଜୟ ରଥ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.