ETV Bharat / sitara

ଗୀତ ଗାଇ ମୋଦିଙ୍କୁ ବଧାଇ

ମୋଦିଙ୍କ ପାଇଁ ବଧାଇ ଗୀତ ଗାଇଛନ୍ତି ଶାସ୍ତ୍ରୀୟ ସଙ୍ଗୀତକାର ପଣ୍ଡିତ ଛାନୁଲାଲ ମିଶ୍ର । ଗୀତ ଗାଇବା ସହ ମୋଦିଙ୍କୁ ଭଗବାନ ରାମଙ୍କ ସହ ତୁଳନା କରିଛନ୍ତି ଛାନୁଲାଲ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : May 30, 2019, 11:59 AM IST

ହାଇଦ୍ରାବାଦ: ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦି । ତେବେ ଏହା ପୂର୍ବରୁ ମୋଦିଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ସମସ୍ତେ ନିଜ ନିଜ ଅନ୍ଦାଜରେ ମୋଦିଙ୍କୁ ଶୁଭେଚ୍ଛା ଦେଉଥିବା ବେଳେ ଶାସ୍ତ୍ରୀୟ ସଙ୍ଗୀତକାର ପଣ୍ଡିତ ଛାନୁଲାଲ ମିଶ୍ର ଏକ ସ୍ବତନ୍ତ୍ର ଗୀତ ଗାଇ ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଭିଡିଓ ସୌଜନ୍ୟ: ଏଏନଆଇ

ଛାନୁଲାଲ ମୋଦିଙ୍କୁ ଭଗବାନ ରାମଙ୍କ ସହ ତୁଳନା କରିଛନ୍ତି ଓ ଦୁଷ୍ଟମାନଙ୍କ ସହ ସଘଂର୍ଷ କରିବା ପାଇଁ ମୋଦି ଆସିଛନ୍ତି ବୋଲି କହିଛନ୍ତି ପଣ୍ଡିତ ଛାନୁଲାଲ ।

ତେବେ ମୋଦି ଆଜି ନିଜ ଦ୍ବିତୀୟ ଇନିଂସର ଆରମ୍ଭ କରିବାକୁ ଯାଉଛନ୍ତି । ମୋଦି ଆଜି(30 ମେ) ସଂଦ୍ଧ୍ୟା 7ଟାରେ ଶପଥ ଗ୍ରହଣ କରିବେ । ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ବହୁ ନାମୀଦାମି ଚେହେରାଙ୍କୁ ଦେଖିବାକୁ ମିଳିବ । ପ୍ରାୟ 6000 ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି ଏହି ଭବ୍ୟ ଉତ୍ସବରେ।

Intro:Body:

fsds

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.