ETV Bharat / sitara

ବଢିବ ‘ବିଗ ବସ 13’ ପୁରସ୍କାର ରାଶି, ଏକ୍ସାଇଟେଡ ସେଲିବ୍ରିଟି - ସେଲିବ୍ରିଟି

‘ବିଗ ବସ ସିଜନ 13’କୁ ନେଇ ସଲମାନ ଖାନଙ୍କ ବଡ ନିଷ୍ପତ୍ତି । ଏଥର ବଢାଇପାରନ୍ତି ନିଜ ଶୋର ପୁରସ୍କାର ରାଶି।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ ଫ୍ୟାନକ୍ଲବ
author img

By

Published : Aug 15, 2019, 10:13 AM IST

ମୁମ୍ବାଇ: ଛୋଟ ପରଦାର ପପୁଲାର ରିୟାଲିଟି ଶୋ ‘ବିଗ ବସ ସିଜନ 13’କୁ ଦେଖିବାକୁ ବ୍ୟାକୁଳ ଦର୍ଶକ । ଖୁବଶୀଘ୍ର ଏହି ଶୋ ଟିଭିରେ ପ୍ରସାରଣ ହେବାକୁ ଯାଉଛି । ଇତିମଧ୍ୟରେ ଶୋରେ ଭାଗ ନେବାକୁ ଯାଉଥିବା ସେଲିବ୍ରିଟିଙ୍କ ପାଇଁ ଏକ ଗୁଡନ୍ୟୁଜ ସାମ୍ନାକୁ ଆସିଛି ।

ଆଜ୍ଞା ହଁ, ଶୁଣିବାକୁ ମିଳୁଛି ଯେ ଏଥର ଭାଇଜାନ୍ ସଲମାନ ଖାନ ଶୋର ପୁରସ୍କାରକୁ ଦୁଇଗୁଣା ବଢାଇବା ଉପରେ ବିଚାର କରୁଛନ୍ତି। ଯଦି ସବୁ କିଛି ପ୍ଲାନିଂ ଅନୁଯାୟୀ ହେଲା ତେବେ ‘ବିଗ ବିସ ସିଜନ 13’ ୱିନର ମୋଟା ଅଙ୍କ ଜିତିବାର ସମ୍ଭାବନା ଅଛି।

ପ୍ରକାଶ ଥାଉକି ‘ବିଗ ବସ ସିଜନ 13’ ର ପୁରସ୍କାର ରାଶି ଏବେ 50 ଲକ୍ଷରୁ ବଢି 1 କୋଟି ଟଙ୍କା ହେବାକୁ ଯାଉଛି । ଏଥର ଶୋରେ ବଡ ବଡ ସେଲିବ୍ରିଟିକୁ ନେବା ପାଇଁ ଏପରି ନିଷ୍ପତ୍ତି ନେବାକୁ ଯାଉଛନ୍ତି ଶୋ ମେକର୍ସ । ଆଉ ସବୁଠାରୁ ମଜାଦାର କଥା ହେଲା କି ବିଗ ବସର ସେହି ଟାସ୍କ ଯାହା ଦ୍ବାରା ଟୋଟାଲ ପୁରସ୍କାର ରାଶି କମ ହେଉଯାଏ, ଏଥର ଏହି ଟାସ୍କକୁ ମଧ୍ୟ ଶୋରୁ ହଟାଇ ଦିଆଯିବ।

କଥାଟି ହେଲା କି ପୁରସ୍କାର ରାଶି କମ ହେବା କାରଣରୁ ବଡ ସେଲିବ୍ରିଟିଙ୍କୁ ଶୋ ପାଇଁ ରାଜି କରାଇବାରେ ବିଫଳ ହେଉଛନ୍ତି ମେକର୍ସ। ତେଣୁ ଏହାକୁ ଦୃଷ୍ଟିରେ ରଖି ମେକର୍ସ ଏବେ ପୁରସ୍କାରକୁ 1 କୋଟି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଏଯାବତ ପ୍ରାଇଜ ମନି ବଢାଇବାକୁ ନେଇ ଚ୍ୟାନେଲ ପକ୍ଷରୁ କୌଣସି ଅଧିକାରୀକ ଘୋଷଣା ହୋଇନାହିଁ ।

‘ବିଗ ବସ ସିଜନ 13’ ଆସନ୍ତା ସେପ୍ଟେମ୍ବର 29ରେ ଅନ-ଏୟାର ହେବ ବୋଲି ଚର୍ଚ୍ଚା ଧରିଛି । ଆଉ ଟିଭିରେ ରାତି 10ରୁ 11 ଘଣ୍ଟିକା ସମୟରେ ଟେଲିକାଷ୍ଟ ହେବ।

Intro:Body:

xcb

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.