ETV Bharat / sitara

କନଷ୍ଟ୍ରକ୍ସନ୍ ଫିଲ୍ଡରେ କରୁଛନ୍ତି କାମ କରୁଛନ୍ତି ଶିଳ୍ପା ସିନ୍ଦେ - bigg-boss-11-winner-shilpa-shinde

ଏବେ ଶିଳ୍ପା ସିନ୍ଦେଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଅଭିନୟ ଛାଡି କନଷ୍ଟ୍ରକ୍ସନ୍ କାମ କରୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

bigg-boss-11-winner-shilpa-shinde-shares-video-with-a-drill-machine-says-started-construction
କନଷ୍ଟ୍ରକ୍ସନ୍ ଫିଲ୍ଡରେ କରୁଛନ୍ତି କାମ କରୁଛନ୍ତି ଶିଳ୍ପା ସିନ୍ଦେ
author img

By

Published : May 31, 2021, 6:02 AM IST

ନୂଆଦିଲ୍ଲୀ : କୋରୋନା ଯୋଗୁଁ ଅନେକ ରାଜ୍ୟରେ ଲକଡାଉନ ଲାଗୁ କରାଯାଇଛି । ଏହି କାରଣରୁ ସମସ୍ତେ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି ।

ଏହି ସମୟରେ ଟେଲିଭିଜନର ଫେମସ ଅଭିନେତ୍ରୀ ଶିଳ୍ପା ସିନ୍ଦେଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଅଭିନୟ ଛାଡି କନଷ୍ଟ୍ରକ୍ସନ୍ କାମ କରୁଥିବା ଦେଖିବାକୁ ମିଳିଛି ।

ଶିଳ୍ପା ନିଜେ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଭିଡିଓରେ ଶିଳ୍ପା ଡ୍ରିଲିଂ ମେସିନ୍ ଧରି କନଷ୍ଟ୍ରକ୍ସନ୍ ସାଇଟରେ କାମ କରୁଛନ୍ତି । ସେ ପଥର କାଟୁଥିବାର ନଜର ଆସିଛନ୍ତି ।

ଭିଡିଓ ସହିତ କ୍ୟାପସନରେ ଶିଳ୍ପା ଲେଖିଛନ୍ତି, ଲକଡାଉନ୍ ହୋଇଯିବାରୁ ମୁଁ କନଷ୍ଟ୍ରକ୍ସନ୍ ସାଇଟ୍ କୁ ଚାଲିଗଲି। ଯାହାପାଖରେ ବର୍ତ୍ତମାନ କାମ ନାହିଁ, ସେମାନେ ସେମାନଙ୍କର ଫିଲ୍ଡ ପରିବର୍ତ୍ତନ କରିପାରିବେ । ସମୟ ସହିତ ସବୁକିଛି ଠିକ୍ ହୋଇଯିବ । ପଜିଟିଭ ରୁହ ।

ପ୍ରକାଶ ଥାଉ ଯେ, ଶିଳ୍ପା ବିଗବସ ୧୧ ର ବିଜେତା ଥିଲେ । ଅଭିନେତ୍ରୀ ୧୯୯୯ ରେ ଏକ ଛୋଟ ପରଦାରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.