ETV Bharat / sitara

ବିଗବସ-13: ନିକଟତର ହେଉଛନ୍ତି ରଶ୍ମୀ ଦେଶାଇ-ସିଦ୍ଧାର୍ଥ ଶୁକ୍ଳା - ବିଗବସ-13

ଆରମ୍ଭ ହେଉଛି ବିଗବସ ହାଉସର ନୂଆ ଲଭ୍ ଷ୍ଟୋରୀ । ରଶ୍ମୀ ଦେଶାଇ ଓ ସିଦ୍ଧାର୍ଥ ଶୁକ୍ଳା ହେଉଛନ୍ତି ନିକଟତର ।

ଡିଜାଇନ ଫଟୋ
author img

By

Published : Oct 3, 2019, 12:26 PM IST

ହାଇଦ୍ରାବାଦ: ବିଗବସ ହାଉସରେ ଲଭ୍ ଷ୍ଟୋରୀ ଆରମ୍ଭ ବି ହେଇଛି ଆଉ ଭାଙ୍ଗିଛି ମଧ୍ୟ । ଚଳିତ ବର୍ଷ ମଧ୍ୟ ବିଗବସ ହାଉସରେ ଆରମ୍ଭ ହେଉଛି ଆଉ ଏକ ଲଭ୍ ଷ୍ଟୋରୀ । ଧିରେ ଧିରେ ନିକଟତର ହେଉଛନ୍ତି ରଶ୍ମୀ ଦେଶାଇ ଓ ସିଦ୍ଧାର୍ଥ ଶୁକ୍ଳା । ସିଦ୍ଧାର୍ଥଙ୍କ ନିକଟତର ହେଉଛନ୍ତି ରଶ୍ମୀ । ସିରିଏଲ କପଲରୁ ରିଅଲ୍ କପଲ ହେବାକୁ ଇଚ୍ଛା କରୁଛନ୍ତି ରଶ୍ମୀ ।

ଶୋ'ର ଦ୍ବିତୀୟ ଏପିସୋଡରେ ସିଦ୍ଧାର୍ଥଙ୍କ ପ୍ରତି ରଶ୍ମୀଙ୍କ ଭଲପାଇବା ସ୍ପଷ୍ଟ ଜଣାପଡିଛି । ଏଲିମିନେସନ ଟାସ୍କରେ ସିଦ୍ଧାର୍ଥଙ୍କୁ ଦିଲ୍ ଦେଇଛନ୍ତି କି ରଶ୍ମୀ ! ସିଦ୍ଧାର୍ଥଙ୍କ ସହ ଏହି ବାବଦରେ ନିଶ୍ଚିତ କଥା ହେବେ ବୋଲି ରଶ୍ମୀ କହିଛନ୍ତି । ସେହିପରି ତୃତୀୟ ଏପିସୋଡରେ ସିଦ୍ଧାର୍ଥ ଅନ୍ୟ ଝିଅଙ୍କ ସହ ମିଶୁଥିବାର ଦେଖି ରଶ୍ମୀଙ୍କୁ ସହ୍ୟ ହେଉନଥିଲା ।

ତେବେ ଶୋ'ରେ ଏଣ୍ଟ୍ରି ପୂର୍ବରୁ ରଶ୍ମୀ ଓ ସିଦ୍ଧାର୍ଥଙ୍କ ମଧ୍ୟରେ ଲଭ୍ ଆଫେଏର ଓ ବ୍ରେକଅପ କାହାଣୀ ଶୁଣିବାକୁ ମିଳୁଥିଲା । ବାଲିକାବଧୁରେ ଦୁହିଁଙ୍କୁ ପତି-ପତ୍ନୀ ଭୂମିକାରେ ଦେଖିବାକୁ ମିଳିଥିଲା । ତେବେ ଦେଖାଯାଉ ଆଗକୁ ଏହି ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଆଗକୁ ବଢିପାରୁଛି ନା ଏଇଠି ପୂର୍ଣ୍ଣଚ୍ଛେଦ ପଡୁଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.