ETV Bharat / sitara

ବିଗବସ-13ର ଫାଷ୍ଟ ଟାକ୍ସ, ଦର୍ଶକ କହିଲେ ଫ୍ଲପ୍ - ବିଗବସ-13ର ପ୍ରଥମ ଏପିସୋଡ

ବିଗବସ-13ର ପ୍ରଥମ ଟାକ୍ସ ହେଲା ଫ୍ଲପ୍ । ଦର୍ଶକ କଲେ ଟ୍ରୋଲ ।

ଫଟୋ ସୌଜନ୍ୟ: ଟ୍ବିଟର
author img

By

Published : Oct 1, 2019, 3:04 PM IST

ହାଇଦ୍ରାବାଦ: ବିଗବସ-13ର ପ୍ରଥମ ଏପିସୋଡରେ କଣ ଟାକ୍ସ ମିଳିବ, ତାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । କିନ୍ତୁ ପ୍ରଥମ ଦିନର ଟାକ୍ସକୁ ଦର୍ଶକ ନାପସନ୍ଦ କରିଛନ୍ତି । ପ୍ରଥମ ଏପିସୋଡ ପରେ ହିଁ ଶୋ'କୁ ଟ୍ରୋଲ କରିବା ଆରମ୍ଭ ହୋଇଯାଇଛି ।

first task of bigboss-13
ଫଟୋ ସୌଜନ୍ୟ: ଟ୍ବିଟର
ସୋମବାର ଏପିସୋଡରେ ପ୍ରତିଯୋଗୀଙ୍କୁ ପରିବା ବାଣ୍ଟି ଦିଆଗଲା । କିନ୍ତୁ ଏହା ଏତେ ସହଜ ନଥିଲା । ପରିବାକୁ ନିଜ ନିଜ ବିଏଫଏଫଙ୍କ ସହ ମୁହଁରେ ରଖି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବାକୁ କୁହାଗଲା । ଯେତେବେଳେ ବଡ ବଡ ପରିବା ପାସ୍ କରାଗଲା ସେତେବେଳେ ପର୍ଯ୍ୟନ୍ତ ସବୁ ଠିକ୍ ଥିଲା ମାତ୍ରା ଟମାଟୋ, ପିଆଜ, ଅଣ୍ଡାକୁ ସ୍ଥାନାନ୍ତର କରିବା କଷ୍ଟଦାୟକ ଥିଲା ।
first task of bigboss-13
ଫଟୋ ସୌଜନ୍ୟ: ଟ୍ବିଟର

ସୋସିଆଲ ମିଡିଆରେ ଏନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ସବୁଠୁ ବଡ ଫ୍ଲପ୍ ବୋଲି କୁହାଯାଇଛି । ଚଳିତ ବର୍ଷ ଟାକ୍ସର ପରିଭାଷାକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି । ଟାକ୍ସ କରିବା ସମୟରେ କେତେକ ଚିନ୍ତିତ ମଧ୍ୟ ହୋଇଗଲେ । ତେବେ ବିଗବସ ଓ ଘରର ମାଲିକାଣି ଅମିଶାଙ୍କ କଥା ସମସ୍ତଙ୍କୁ ମାନିବାକୁ ପଡିଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.