ETV Bharat / sitara

ହିମାଂଶୀ ଖୁରାନାଙ୍କ ପାଇଁ ଗୀତ ଲେଖୁଛନ୍ତି ଅସୀମ ରିଆଜ

author img

By

Published : Apr 5, 2020, 7:07 PM IST

ବିଗ ବସ 13 ର ଲଭ ବାର୍ଡସ ଅସୀମ ରିୟାଜ ତାଙ୍କ ଗର୍ଲଫ୍ରେଣ୍ତ ହିମାଂଶୀ ଖୁରାନାଙ୍କ ପାଇଁ ଏକ ରୋମାଣ୍ଟିକ ପଞ୍ଜାବୀ କବିତା ଲେଖଛନ୍ତି । ଏହି କବିତାକୁ ଅସୀମ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଆହୁରି ପଢନ୍ତୁ...

asim riaz pens romantic punjabi poem for himanshi khurana
ହିମାଂଶୀ ଖୁରାନାଙ୍କ ପାଇଁ ରୋମାଣ୍ଟିକ ପଞ୍ଜାବୀ କବିତା ଲେଖିଲେ ଅସୀମ ରିଆଜ

ମୁମ୍ବାଇ: 'ବିଗ ବସ 13' ଘରେ ଲଭ ବାର୍ଡସ ଅସୀମ ରିୟାଜ ତାଙ୍କ ଗର୍ଲଫ୍ରେଣ୍ତ ହିମାଂଶୀ ଖୁରାନାଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା । ମଡେଲ ଅସୀମ ରିଆଜ ବିଗ ବସ ଘରୁ ବାହାରକୁ ଆସିବା ପରେ ମଧ୍ୟ ତାଙ୍କର ହିମାଂଶୀଙ୍କ ସହିତ ପ୍ରେମ ସମ୍ପର୍କ ନିବିଡ ରହିଛି ।

ଏହା ପୂର୍ବରୁ ଅସୀମ ରିଆଜ ଏବଂ ହିମାଂଶୀ ଖୁରାନା ଦୁହେଁ ଏକ ମ୍ୟୁଜିକ ଭିଡିଓରେ ନଜର ଆସିଥିଲେ । ବର୍ତ୍ତମାନ ଅସୀମ ଇନଷ୍ଟାଗ୍ରାମରେ ହିମାଂଶୀଙ୍କ ପାଇଁ ଏକ ରୋମାଣ୍ଟିକ ପୋଷ୍ଟ ସେୟାର କରିଛନ୍ତି ।

ଯେଉଁଥିରେ ସେ ଏକ ରୋମାଣ୍ଟିକ ପଞ୍ଜାବୀ କବିତା ଲେଖିଛନ୍ତି । ଅସୀମ ପଞ୍ଜାବୀରେ ଲେଖିଛନ୍ତି ଯାହାର ହିନ୍ଦୀ ଅର୍ଥରେ, "ହମନେ ବାତୋ ହି ବାତୋ ମେ ହମାରି ପ୍ରେମ କାହାଣୀ ସୁରୁ କି, ମେନେ ତୁଝେ ଦେଖା, ତୁମନେ ମୁଝେ ଦେଖା, ମେ ତୁମ୍ଭେ ଅପନି ପୁରାଣୀ କାହାଣୀ କେସେ ଶୁନାଉ, ମୁଝେ ଦର୍ଦ ମେହେସୁସ ହୋତାଏ, ଅର ଆଶୁ ତୁମ୍ଭାରି ଅଖୋ ସେ ଝଲକ ଆତେ ହେ ।

ନିକଟରେ ନେହା କକ୍କରଙ୍କ ମ୍ୟୁଜିକ 'କଲା ସୋନା ନେହି' ଭିଡିଓରେ ବିଗ ବସ 13ର ଲଭ ବାର୍ଡସଙ୍କୁ ଦେଖିବାକୁ ମିଳିଥିଲା । ଏହାପରେ ଅସୀମ 'ମେରେ ଅଙ୍ଗନେ ମେ' ମ୍ୟୁଜିକ ଭିଡିଓରେ ନଜର ଆସିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.