ମୁମ୍ବାଇ: ଅଭିନେତା ଅର୍ଜୁନ ବିଜଲାନିଙ୍କ ପତ୍ନୀ ନେହା ସ୍ବାଙ୍କ କୋରୋନା ପଜିଟିଭ ବୋଲି ଜଣାପଡିଛି । ଯାହା ପରେ ଅଭିନେତା ହୋମ କ୍ବାରେଣ୍ଟାଇନ ଅଛନ୍ତି ।
-
Hey guys my wife has tested positive for COVID 19. Me and my family are self quarantined for the next 14 days. Request anyone who has come in contact with us to pl get tested .. we are healthy and fine and I hope we continue to be so . Keep us in yours prayers .
— Arjun Bijlani (@Thearjunbijlani) October 4, 2020 " class="align-text-top noRightClick twitterSection" data="
">Hey guys my wife has tested positive for COVID 19. Me and my family are self quarantined for the next 14 days. Request anyone who has come in contact with us to pl get tested .. we are healthy and fine and I hope we continue to be so . Keep us in yours prayers .
— Arjun Bijlani (@Thearjunbijlani) October 4, 2020Hey guys my wife has tested positive for COVID 19. Me and my family are self quarantined for the next 14 days. Request anyone who has come in contact with us to pl get tested .. we are healthy and fine and I hope we continue to be so . Keep us in yours prayers .
— Arjun Bijlani (@Thearjunbijlani) October 4, 2020
ରବିବାର ଦିନ ଅର୍ଜୁନ ଟ୍ବିଟରରେ ତାଙ୍କ ପ୍ରଶଂସକଙ୍କ ସହ ଏହି ଖବର ସେୟାର କରିଛନ୍ତି ।
ଅର୍ଜୁନ ଟ୍ବିଟ କରି କହିଛନ୍ତି, "ହାଲୋ, ମୋ ପତ୍ନୀଙ୍କ କୋରୋନା ରିପୋର୍ଟ ପଜିଟିଭ୍ ବାହାରିଛି । ମୁଁ ଏବଂ ମୋ ପରିବାର ଆଗାମୀ 14 ଦିନ ପାଇଁ କ୍ବାରେଣ୍ଟାଇନରେ ଅଛୁ । ଆମେ ବର୍ତ୍ତମାନ ସୁସ୍ଥ ଅଛୁ ।
- " class="align-text-top noRightClick twitterSection" data="
">
ଅର୍ଜୁନ ଏହା ମଧ୍ୟ ଅନୁରୋଧ କରିଛନ୍ତି ଯେ, ଯେଉଁମାନେ ତାଙ୍କ ପତ୍ନୀଙ୍କ ଯୋଗାଯୋଗରେ ଥିଲେ ସେମାନେ ମଧ୍ୟ ତାଙ୍କର କୋରୋନା ଟେଷ୍ଟ କରିଦିଅନ୍ତୁ ।
ନେହା ମଧ୍ୟ ତାଙ୍କ ଇନଷ୍ଟାଗ୍ରାମରେ ତାଙ୍କ ସ୍ବାସ୍ଥ୍ୟ ଅପଡେଟ୍ ସେୟାର କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ