ETV Bharat / sitara

କୋରୋନାକୁ ହରାଇଲେ ଅର୍ଶୀ ଖାନ

author img

By

Published : May 6, 2021, 11:54 AM IST

ଅର୍ଶୀଙ୍କୁ ନେଇ ନୂଆ ଖବର । ତାଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି । କୋରୋନା ପାଇଁ ସେ କିଛି ଦିନରୁ ହୋମ କ୍ବାରେଣ୍ଟାଇନରେ ରହିଆସୁଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅର୍ଶୀ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅର୍ଶୀ ଖାନ

ମୁମ୍ବାଇ: ନିକଟରେ କୋରୋନା ସଂକ୍ରମିତ ହୋଇଥିଲେ ବିଗବସ ଫେମ ଅର୍ଶୀ ଖାନ । ହେଲେ ଏବେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ସାମ୍ନାକୁ ଆସିଛି ଖୁସି ଖବର । କାରଣ ନେଗେଟିଭ ଆସିଛି ତାଙ୍କ କୋରୋନା ରିପୋର୍ଟ । ହେଲେ ବର୍ତ୍ତମାନ ସେ କାମକୁ ଫେରିବେ ନାହିଁ । ଆଉ କିଛି ଦିନ ପରେ ସେ କାମକୁ ଫେରିବେ ବୋଲି ଜଣାଇଛନ୍ତି ।

ସେହିପରି ସେ କୋରୋନା ମୁକ୍ତ ହେବା ସୂଚନା ଦେଇ କହିଛନ୍ତି, ‘ଭଗବାନଙ୍କୁ ଧନ୍ୟବାଦ ମୋ କୋରୋନା ରିପୋର୍ଟ ବର୍ତ୍ତମାନ ନେଗେଟିଭ ଆସିଥିବାରୁ । ମୁଁ ସୁସ୍ଥ ଖାଦ୍ୟ ଖାଇବା ସହ ନିଜର ଭଲ ରୂପେ ଯତ୍ନ ନେଇଥିଲେ । ମୁଁ ମୋ ଖାଦ୍ୟରେ ଅଧିକ ଫଳ, ଜୁସ୍ ଏବଂ କୋରୋନା ମେଡିସିନ ଖାଉଥିଲି । ଯାହାଦ୍ବାରା ଆଜି ମୁଁ ସୁସ୍ଥ ହୋଇପାରିଛି ।’

ଖାଲି ଏତିକି ନୁହେଁ କାମକୁ ଫେରିବା ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ‘ମୁଁ ବର୍ତ୍ତମାନ ସୁସ୍ଥ ଅଛି । ହେଲେ ମୁଁ ଆଉ କିଛି ଦିନ ଅପେକ୍ଷା କରିବି ଏସବୁ ଜିନିଷରୁ ବାହାରିବାକୁ । ସମ୍ପୂର୍ଣ୍ଣ ରୂପେ ଠିକ୍ ହେବା ପରେ ମୁଁ କାମକୁ ଫେରିବେ । କାରଣ ରିପୋର୍ଟ ମୋର ନେଗେଟିଭ ଆସିଛି ହେଲେ ଏବେ ମଧ୍ୟ ମତେ ଦୁର୍ବଳ ଅନୁଭବ ହେଉଛି ।’

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.