ETV Bharat / sitara

‘କସୌଟି ଜିନ୍ଦେଙ୍ଗୀ’କୁ ଅଲବିଦା କହିଲେ ଅନୁରାଗ - ଲୋକପ୍ରିୟ ଧାରାବାହିକ ‘କସୌଟି ଜିନ୍ଦେଙ୍ଗୀ’ରେ ଆଉ ପାର୍ଥଙ୍କୁ ଅନୁରାଗ ବାସୁ ଭୂମିକାରେ ଦେଖିବାକୁ ମିଳିବ ନାହିଁ

ଲୋକପ୍ରିୟ ଧାରାବାହିକ ‘କସୌଟି ଜିନ୍ଦେଙ୍ଗୀ’ରେ ଆଉ ପାର୍ଥଙ୍କୁ ଅନୁରାଗ ବାସୁ ଭୂମିକାରେ ଦେଖିବାକୁ ମିଳିବ ନାହିଁ । କାରଣ ଶୋକୁ ଛାଡି ଦେଇଛନ୍ତି ସେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପାର୍ଥ ସମଥାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପାର୍ଥ ସମଥାନ
author img

By

Published : Aug 14, 2020, 4:23 PM IST

ମୁମ୍ବାଇ: ଟିଭିର ପପୁଲାର ଶୋ ‘କସୌଟି ଜିନ୍ଦେଙ୍ଗୀ 2’ର ନୂଆ ଏପିସୋଡକୁ ଦର୍ଶକ ଖୁବ୍ ଏନଜୟ କରୁଛନ୍ତି। ହେଲେ ଶୋକୁ ନେଇ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ନିରାଶ ହୋଇଯିବେ ଦର୍ଶକ । କାରଣ ଶୁଣିବାକୁ ମିଳୁଛି ଶୋର ମୁଖ୍ୟ ଭୂମିକାରେ ନଜର ଆସୁଥିବା ଫେମସ ଅଭିନେତା ପାର୍ଥ ସମଥାନ ଶୋ ଛାଡି ଦେଇଛନ୍ତି । ସେ ନିଜ ଅନ୍ୟ ପ୍ରୋଜେକ୍ଟକୁ ନେଇ ବ୍ୟସ୍ତ ଥିବାରୁ ଏହି ଶୋ ଛାଡିବାକୁ ନିଷ୍ପତ୍ତି ନେଇଥିଲେ । ସେ ଶୋରେ ଅନୁରାଗ ବାସୁ ଭୂମିକାରେ ନଜର ଆସୁଥିଲେ ।

ଏହି ଖବର ତାଙ୍କ ଫ୍ୟାନ୍ସଙ୍କୁ ନିହାତି ଦୁଃଖି କରିଦେବ । ସେପଟେ ଶୋର ନିର୍ମାତା ଏକତା କପୁର ପୁଣିଥରେ ଶୋରେ ପାର୍ଥଙ୍କୁ ସାମିଲ କରିବାକୁ କଥାବାର୍ତ୍ତା ଚଳାଇଛନ୍ତି । ହେଲେ ପାର୍ଥ ଅନ୍ୟ ପ୍ରୋଜେକ୍ଟ ପାଇଁ ଶୋକୁ ଫେରିବାକୁ ଚାହୁଁନାହାଁନ୍ତି । ଯାହାକୁ ନେଇ ପ୍ରଡକ୍ସନ ପାର୍ଥଙ୍କ ରିପ୍ଲେସମେଣ୍ଟ ଉପରେ ଯୋଜନା ଆରମ୍ଭ କରିଦେଇଛନ୍ତି ।

ପ୍ରକାଶ ଥାଉକି ନିକଟରେ ପାର୍ଥଙ୍କ କୋରୋନା ଟେଷ୍ଟ ନେଗେଟିଭ ବାହାରିଥିଲା । ତାପୂର୍ବରୁ ସେ ସଂକ୍ରମିତ ହୋଇଥିବାରୁ କ୍ବାରେଣ୍ଟାଇନରେ ଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.