ETV Bharat / sitara

ୟଶଙ୍କ ଜୀବନ ଉପରେ ରାଜ୍ କରୁଛନ୍ତି ଏହି ଝିଅ

ସାଉଥ ଅଭିନେତା ୟଶ ନିଜ ବେବି ଗର୍ଲର ଫରୋ ସୋସିଆଲ ମିଡିଆରେ ସେୟାର କରି ଫ୍ୟାନ୍ସଙ୍କୁ କହିଛନ୍ତି ତାଙ୍କୁ ୟାର ଡାକିବାକୁ ।

author img

By

Published : May 9, 2019, 6:39 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ୟଶ

ମୁମ୍ବାଇ: ସୁପରଡୁପର ହିଟ୍ ଫିଲ୍ମ 'KGF' ଷ୍ଟାର ୟଶ ସାଉଥର ହାଇ ପେଡ ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ । ୟଶ ସାଉଥ ଇଣ୍ଡଷ୍ଟ୍ରିକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ଗତ ବର୍ଷ ତାଙ୍କ ଘରକୁ କୁନି ଅତିଥି ଆସିଥିଲେ । କଥାଟି ହେଲା କି ବେବି ଗର୍ଲର ପିତା ହୋଇଛନ୍ତି ।

ଏବେ ସେ ଏକ ବୟାନକୁ ନେଇ ଚର୍ଚ୍ଚାରେ ଆସିଛନ୍ତି । ସେ କହିଛନ୍ତି କି ତାଙ୍କ ଜୀବନରେ କେବଳ ଜଣେ ଝିଅ ହିଁ ରାଜ କରୁଛନ୍ତି । ଏବେ ଆପଣ ଭାବୁଥିବେ କି ହୁଏତଃ ୟଶ ଏବେ ନିଜ ପତ୍ନୀ ରାଧିକାଙ୍କ ବିଷୟରେ କଥା ହୋଇଛନ୍ତି । ସେ ରାଧିକାଙ୍କ ବିଷୟରେ ନୁହେଁ ନିଜ ଝିଅ ବିଷୟରେ ଏପରି ବୟାନ ଦେଇଛନ୍ତି ।

ଏବେ ଦୁନିଆକୁ ନିଜ ଝିଅର ଫଟୋ ଦେଖାଇଛନ୍ତି ୟଶ । ସେ ଟ୍ବିଟରରେ ଝିଅର ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, "ସାକ୍ଷାତ କରନ୍ତୁ ସେହି ଝିଅ ସହ ଯିଏ ମୋ ଜୀବନ ଉପରେ ରାଜ କରୁଛନ୍ତି । ଆମେ ତାର ନାମକରଣ ଏଯାବତ କରିନାହୁଁ । ତାହାଲେ ଆସନ୍ତୁ ତାଙ୍କୁ ସେ ଯେପର୍ଯ୍ୟନ୍ତ 'ୟାର' ଡାକିବା ଯେପର୍ଯ୍ୟନ୍ତ ତାଙ୍କର ନାମ ରଖାଯାଇନାହିଁ । ୟାରଙ୍କୁ ଆଶିର୍ବାଦ ଦିଅନ୍ତୁ ।"

ୟଶ ଓ ଅଭିନେତ୍ରୀ ରାଧିକା 2016ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ୟଶ 'KGF' ଫିଲ୍ମ ଜରିଆରେ ରାତାରାତି ସୁପରଷ୍ଟାର ସାଜିଥିଲେ । ଏବେ ତାଙ୍କର ଫ୍ୟାନ୍ସ ସଂଖ୍ୟା ଆକାଶ ଛୁଆଁ ।

Intro:Body:

BREAKING

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.