ETV Bharat / sitara

ଆସୀମଙ୍କ ଉପରେ ରାଗିଲେ ରଶ୍ମୀଙ୍କ ମା’

author img

By

Published : Feb 8, 2020, 1:56 PM IST

ଖୁବଶୀଘ୍ର ଶେଷ ହେବାକୁ ଯାଉଛି ଛୋଟ ପରଦାର ପପୁଲାର ଶୋ ବିଗ ବସ ସିଜନ 13 । ଇତିମଧ୍ୟରେ ଆସୀମ ରିୟାଜଙ୍କ ଉପରେ ଖପ୍ପା ନଜର ଆସୁଛନ୍ତି ପ୍ରତିଯୋଗୀ ରଶ୍ମୀଙ୍କ ମା'।

bigg boss 13
ଡିଜାଇନ ଫଟୋ

ମୁମ୍ବାଇ: ରିୟାଲିଟି ଶୋ ବିଗ ବସ 13ର ଫେମସ ପ୍ରତିଯୋଗୀ ରଶ୍ମୀ ଦେଶାଇ ମା'ଙ୍କ ରସିଲା ଦେସାଇ ବଡ ବୟାନ ସାମ୍ନାକୁ ଆସିଛି । ସେ ପ୍ରତିଯୋଗୀ ଆସୀମ ରିୟାଜଙ୍କ ବିଷୟରେ କହି ଚର୍ଚ୍ଚାରେ ଆସିଛନ୍ତି । ତାଙ୍କ ଅନୁଯାଯୀ ରଶ୍ମୀଙ୍କ ସହ ଆସୀମଙ୍କୁ ସେହି ପର୍ଯ୍ୟନ୍ତ ସାଥ ଦେବାର ଦରକାର ଥିଲା । ଯେବେ ହିଂମାଶୀ ଖୁରାନା ପୂର୍ବତନ ପ୍ରତିଯୋଗୀ ଅରହାନ ଖାନଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଖୁଲାସା କରିଥିଲେ । ନିକଟରେ ଅରହାନ ବିଗ ବସ ହାଉସରୁ ବାହାରିବା ପରେ ରଶ୍ମୀ ତାଙ୍କ ବ୍ୟବହାରରେ ରାଗି ସବୁ ସମ୍ପର୍କ ଭାଙ୍ଗିବାର ନିଷ୍ପତ୍ତି ନେଇଥିଲେ ।

ରସିଲା ଏକ ସାକ୍ଷାତକାରରେ ଏପରି ଆଲୋଚନା କରିଥିଲେ । ସେ କହିଥିଲେ ଯେ ହିଂମାଶୀ ଯାହା କହିଥିଲେ ଏବଂ ଯେମିତି କହିଥିଲେ ତାହା ଭଲ ଲାଗିନଥିଲା । ତାଙ୍କୁ ବହୁତ କଷ୍ଟ ହେଲା । ଆସୀମଙ୍କୁ ମଧ୍ୟ ତାଙ୍କ ଗାର୍ଲଫ୍ରେଣ୍ଡର ସମର୍ଥନ କରିବାର ଥିଲା । ତାଙ୍କ ପାଖରେ ଅନ୍ୟ ବିକଳ୍ପ କିଛି ନଥିଲା । ହେଲେ ତଥାପି ଆସୀମ ଓ ରଶ୍ମୀ ଏବେ ମଧ୍ୟ ଭଲ ବନ୍ଧୁ ପରି ରହୁଛନ୍ତି ।

ୱିକେଣ୍ଡ କା ୱାର ଏପିସୋଡ ସମୟରେ ଶୋର ହୋଷ୍ଟ ସଲମାନ ଖାନ, ହିଂମାଶୀଙ୍କୁ ବାହର କଥା ଘରେ ଥିବା ପ୍ରତିଯୋଗୀଙ୍କୁ କହିବା ପାଇଁ ଖୁବ୍ ଗାଳି କରିଥିଲେ । କାରଣ ବିଗ ବସ ଅନେକ ଥର ଏମିତି ନକରିବା ପାଇଁ ହିଂମାଶୀଙ୍କୁ ମନା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.