ETV Bharat / sitara

ସଲମାନଙ୍କୁ ଦଂଶିଲା ସାପ

ସଲମାନ ଖାନକୁ କାମୁଡିଲା ସାପ । ଭାଇଜାନଙ୍କ ପାନାଭେଲସ୍ଥିତ ଫାର୍ମହାଉସରେ ଘଟିଛି ଏହି ଅଘଟଣା । ଅଧିକ ପଢନ୍ତୁ

author img

By

Published : Dec 26, 2021, 2:12 PM IST

ସାପ କାମୁଡାରେ ଭାଇଜାନ ଆହତ
ସାପ କାମୁଡାରେ ଭାଇଜାନ ଆହତ

ମୁମ୍ବାଇ: ସଲମାନ ଖାନକୁ କାମୁଡିଲା ସାପ । ଶନିବାର ରାତିରେ ଭାଇଜାନ ସାପ କାମୁଡାରେ ଆହତ ହୋଇଛନ୍ତି । ପନଭେଲସ୍ଥିତ ଫାର୍ମହାଉସରେ ଏହି ଘଟଣା ଘଟିଛି । ସାପ କାମୁଡିବା ମାତ୍ରେ ସଲମାନ ଖାନକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସାପଟି ଅଧିକ ବିଷାକ୍ତ ହୋଇନଥିବା ଯୋଗୁଁ ସଲମାନଙ୍କ କୌଣସି କ୍ଷତି ହୋଇନାହିଁ ।

ସଲମାନଙ୍କୁ ନଭି ମୁମ୍ବାଇ କମୋଠେ(Kamothe )ର କୌଣସି ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ମେଡିକାଲ ଟେଷ୍ଟ ପରେ ସେ ସମ୍ପୂର୍ଣ୍ଣ ବିପଦମୁକ୍ତ ଥିବା ଡାକ୍ତର ଜଣାଇଥିଲେ । ତେବେ ଆଜି ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.