ETV Bharat / sitara

ଥିଏଟରରେ 'ବଦଲା'; ବିଗ୍ ବିଙ୍କ ଆଉ ଏକ ଦମଦାର ପରଫରମାନ୍ସ - badla

ଶୁକ୍ରବାର ରିଲିଜ ହୋଇଛି ତାପସୀ ପନ୍ନୁ ଏବଂ ବିଗ ବିଙ୍କ ଅଭିନିତ ଫିଲ୍ମ 'ବଦଲା' । ରେଡ ଚିଲି ଏଣ୍ଟରଟେନମେଣ୍ଟରେ ପ୍ରସ୍ତୁତ ଏହି ଫିଲ୍ମ ଏକ ରିମେକ୍ ବୋଲି ମଧ୍ୟ ଶୁଣିବାକୁ ମିଳୁଛି । ଏହାସହ ଆପଣ ଫିଲ୍ମଟିକୁ କାହିଁକି ଦେଖିବେ ସେ କଥା ମଧ୍ୟ ଜାଣି ରଖନ୍ତୁ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Mar 13, 2019, 12:19 PM IST

ମୁମ୍ବାଇ: ଗତକାଲି (ଶୁକ୍ରବାର) ରିଲିଜ ହୋଇଛି ତାପସୀ ପନ୍ନୁ ଏବଂ ବିଗ ବିଙ୍କ ଅଭିନିତ ଫିଲ୍ମ 'ବଦଲା' । ରେଡ ଚିଲି ଏଣ୍ଟରଟେନମେଣ୍ଟରେ ପ୍ରସ୍ତୁତ ଏହି ଫିଲ୍ମ ଏକ ରିମେକ୍ ବୋଲି ମଧ୍ୟ ଶୁଣିବାକୁ ମିଳୁଛି । ଏହାସହ ଆପଣ ଫିଲ୍ମଟିକୁ କାହିଁକି ଦେଖିବେ ସେ କଥା ମଧ୍ୟ ଜାଣି ରଖନ୍ତୁ।

  • #OneWordReview#Badla: CAPTIVATING!
    Rating: ⭐️⭐️⭐️½
    An edge-of-the-seat thriller with incredible suspense... Well-knit screenplay keeps you hooked... Sujoy Ghosh crafts the whodunnit with expertise... Amitabh Bachchan, Taapsee and Amrita Singh, all brilliant. #BadlaReview pic.twitter.com/MdUjbigtPc

    — taran adarsh (@taran_adarsh) March 8, 2019 " class="align-text-top noRightClick twitterSection" data=" ">

''ଦ୍ରୈପଦୀ ନୈ କାହା ହୈ ବଦଲା ହମେସା ସହି ନହିଁ ହୈତା, ମଗର ମାଫ୍ କରନା ଭି ହମେସା ସହି ନହିଁ ହୈତା'' ଫିଲ୍ମର ଏହି ଡାଇଲଗଟି ଚାରିପାଖରେ ଘୁରି ବୁଲିଛି ନିର୍ଦ୍ଦେଶକ ସଞ୍ଜୟ ଘୋଷଙ୍କ ଫିଲ୍ମ ବଦଳାର କାହାଣୀ । ଏହି ସସପେନ୍ସ ଥ୍ରୀଲର ମୁଭିଟି 'ଦ ଇନଭିଜିବୁଲ୍ ଗେଷ୍ଟ' ର ରିମେକ୍ ଅଟେ । ଯେଉଁମାନେ ଏହାର ମୂଳ ଫିଲ୍ମକୁ ଦେଖିନାହାଁନ୍ତି ସେମାନଙ୍କୁ ବଦଲା ମୁଭିରେ ସସପେନ୍ସ, ଥ୍ରୀଲ୍ ଏବଂ ପାୱର ପ୍ୟାକ୍ଡ ପରଫରମାନ୍ସ ବାନ୍ଧି ରଖିବ । ଏହାସହ ଯେଉଁମାନେ ଏହି ଫିଲ୍ମ ଦେଖିଛନ୍ତି ସେମାନଙ୍କୁ ମଧ୍ୟ ଏହି ଫିଲ୍ମଟି ନିରାଶ କରିବ ନାହିଁ ।

ତେବେ ଫିଲ୍ମର କାହାଣୀ କିଛି ଏଭଳି ଭାବରେ ଗତିଶୀଳ ହୋଇଛି । ମୁଭିର ଲିଡରେ ଥିବା ତାପସୀ ପନ୍ନୁ ଜଣେ ବିଖ୍ୟାତ ପୁରସ୍କାର ବିଜେତା ବିଜନେସ୍ ଉମେନ୍ ନୈନା ସେଠୀଙ୍କ ଭୂମିକାରେ ନଜର ଆସିଛନ୍ତି । ଯାହାଙ୍କ ଉପରେ ହତ୍ୟାର ଆରୋପ ଲଗାଯାଇଛି । ଆଉ ସେ ଏହି କେସକୁ ଲଢିବା ପାଇଁ ନିଜର ଲିଗଲ ଆଡଭଆଇଜର ମାନବ କୈଲଙ୍କ ଜରିଆରେ ପ୍ରତିଷ୍ଠିତ ଓକିଲ ବାଦଲ ଗୁପ୍ତା ଅର୍ଥାତ ଅମିତାଭ ବଚ୍ଚନଙ୍କୁ ହାୟର କରିଛନ୍ତି । ତେବେ ଆଗକୁ ସେ କେଉଁଭଳି ଭାବରେ ଏହି କେସକୁ ହ୍ୟାଣ୍ଡେଲ କରିଛନ୍ତି ତାହା ଉପରେ ହିଁ ପର୍ଯ୍ୟବେଶିତ ହୋଇଛି ଫିଲ୍ମ ।

ତେବେ ଯଦି ଦେଖାଯାଏ ଷ୍ଟୋରୀ ଲାଇନ୍ ସହ ଏହି ଫିଲ୍ମଟି ମ୍ୟୁଜିକାଲି ମଧ୍ୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସୁଛି । ଦର୍ଶକଙ୍କୁ ସବୁଠାରୁ ଅଧିକ ପସନ୍ଦ ଆସିଛି ଫିଲ୍ମକୁ ଆଗକୁ ନେଇ ଯାଉଥିବା ଦୁଇଟି ମୁଖ୍ୟ ଚରିତ୍ର ଅମିତାଭ ଏବଂ ତାପସୀଙ୍କର ।

ତେବେ ମୋଟାମୋଟି ଭାବେ କହିବାକୁ ଗଲେ ଫିଲ୍ମ ନିର୍ମାତ ଏହାର ସମସ୍ତ ଦିଗରୁ ଧ୍ୟାନ ରଖିଛନ୍ତି । ଯାହା ଆଜିର ସମାଜକୁ ଏକ ସୋସିଆଲ ମେସେଜ ମଧ୍ୟ ଦେଉଛି । ଆଉ ଫିଲ୍ମ କ୍ରିଟିକ୍ସ ତରନ ଆର୍ଦଶ ମଧ୍ୟ ଫିଲ୍ମକୁ ଥ୍ରୀ ଆନ୍ ହାପ୍ ରେଟିଙ୍ଗ୍ ଦେଇଛନ୍ତି । ଏହାସହ ଅନ୍ୟ କ୍ରିଟିକ୍ସ ମଧ୍ୟ ଫିଲ୍ମକୁ ଭଲ ରେଟିଙ୍ଗ୍ ଦେଇଛନ୍ତି । ତେଣୁ ଏହି ଫିଲ୍ମ ପାଇଁ ଆପଣ ଥିଏଟରକୁ ଯାଇପାରିବେ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.