ETV Bharat / sitara

ସାହୋରେ ନାନି ଫ୍ୟାନ୍ସଙ୍କ ପାଇଁ ସରପ୍ରାଇଜ

ସାହୋ ଫିଲ୍ମରେ ନାନି ଫ୍ୟାନ୍ସଙ୍କ ପାଇଁ ସରପ୍ରାଇଜ । ନାନିଙ୍କ ଆଗାମୀ ଫିଲ୍ମ ‘ଗ୍ୟାଙ୍ଗଲିଡର’କୁ ସାହୋ ସହ ଯୋଡା ଯାଇଛି ।

author img

By

Published : Aug 27, 2019, 2:13 PM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ଆସନ୍ତା 30ରେ ରିଲିଜ ହେଉଛି ବହୁ ପ୍ରତିକ୍ଷିତ ଫିଲ୍ମ ‘ସାହୋ’ । ରିଲିଜର କିଛି ଦିନ ପୂର୍ବରୁ ସାହୋ ଆଣିଛି ନୂଆ ସରପ୍ରାଇଜ । ସାଉଥସୁପରଷ୍ଟାର ନାନିଙ୍କ ଫ୍ୟାନ୍ସଙ୍କ ପାଇ ଖୁସି ଖବର । ନାନିଙ୍କ ଫିଲ୍ମ ‘ଗ୍ୟାଙ୍ଗ ଲିଡର’ର ଟ୍ରେଲର ପ୍ରଭାଷଙ୍କ ଫିଲ୍ମ ‘ସାହୋ’ଙ୍କ ସହ ଯୋଡି ହୋଇଛି ।

saaho film
ଫଟୋ ସୌଜନ୍ୟ: ଟ୍ବିଟର

ପୂର୍ବରୁ ‘ସାହୋ’ ଓ ‘ଗ୍ୟାଙ୍ଗ ଲିଡର’ ବକ୍ସ ଅଫିସରେ ଲଢେଇ କରିଥାଆନ୍ତେ ମାତ୍ର ଗ୍ୟାଙ୍ଗ ଲିଡର ନିଜ ରିଲିଜ ତାରିଖକୁ ପୋଷ୍ଟପୋନ କରିଦେଇଥିଲା । ତେବେ ‘ଗ୍ୟାଙ୍ଗ ଲିଡର’ରେ ରିଭେଞ୍ଜ ଡ୍ରାମା ଦେଖିବାକୁ ମିଳିବ । କମେଡି ଓ ଥ୍ରୀଲରରେ ଭରପୂର ‘ଗ୍ୟାଙ୍ଗ ଲିଡର’ର କାହାଣୀ ।

Intro:Body:

ii

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.