ETV Bharat / sitara

ରଜନୀଙ୍କ ପଡୋଶୀ ସାଜିଲେ ଧନୁଷ, କିଣିଲେ ମହଙ୍ଗା ସମ୍ପତ୍ତି - ସାଉଥର ଫେମସ ଆକ୍ଟର ଧନୁଷଙ୍କ ନ୍ଯୁଜ

ଧନୁଷଙ୍କ ସମ୍ପତ୍ତିରେ ସାମିଲ ହେଲା ଆଉ ଏକ ମହଙ୍ଗା ସମ୍ପତ୍ତି । ରଜନୀକାନ୍ତଙ୍କ ଘର ପାଖରେ କିଣିଲେ ସମ୍ପତ୍ତି । ଅଧିକ ପଢନ୍ତି...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Jun 28, 2021, 9:32 AM IST

ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତଙ୍କ ଜ୍ବାଇଁ ତଥା ସାଉଥର ଫେମସ ଆକ୍ଟର ଧନୁଷଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଏଥର ଶ୍ବଶୂର ଜ୍ବାଇଁ ପରସ୍ପରର ପଡୋଶୀ ସାଜିଛନ୍ତି । କାରଣ ଧନୁଷ ଶ୍ବଶୂର ରଜନୀଙ୍କ ଘର ପାଖରେ କିଣିଛନ୍ତି ମହଙ୍ଗା ସମ୍ପତ୍ତି । ଯେଉଁଠାରେ ସେ ନିର୍ମାଣ କରିବେ ଚାରି ମହଲ ବିଶିଷ୍ଟ ବଙ୍ଗଳା । ଯାହାକୁ ନେଇ ଚର୍ଚ୍ଚା ।

ରିପୋର୍ଟ ଅନୁଯାୟୀ ଧନୁଷଙ୍କ ନୂତନ ସମ୍ପତ୍ତି 19000 ବର୍ଗଫୁଟ ଉପରେ ବ୍ୟାପିଛି ଏବଂ ଘର ନିର୍ମାଣ ଖର୍ଚ୍ଚ ପ୍ରାୟ 150 କୋଟି ହେବ ବୋଲି କୁହାଯାଉଛି । ଏହାବ୍ୟତୀତ ଧନୁଷ ନିଜର ଆଗାମୀ ସିରିଜକୁ ନେଇ ଚର୍ଚ୍ଚାରେ ଅଛନ୍ତି ।

ଧନୁଷ ଖୁବଶୀଘ୍ର ୱେବ ସିରିଜ ‘ଦ ଗ୍ରେ ମ୍ୟାନ’ରେ ନଜର ଆସିବେ । ଏହି ସିରିଜରେ ଧନୁଷ ରାୟନ କୋସାଲିଂ ଓ କ୍ରିଶ ମୁଖ୍ୟ ଭୂମିକାରେ ନଜର ଆସିବେ। ସେହିପରି ଏହାର ନିର୍ଦ୍ଦେଶନା କରୁଛନ୍ତି ଦ ଋଷୋ ବ୍ରଦର୍ସ । ଏହାବ୍ୟତୀତ ନିର୍ଦ୍ଦେଶକ ଆନନ୍ଦ ଏଲ ରାୟଙ୍କ ଆଗାମୀ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ଅତରଙ୍ଗୀ ରେ’ ନଜର ଆସିବେ। ଏହି ଫିଲ୍ମରେ ତାଙ୍କ ସହ ରୋମାନ୍ସ କରିବେ ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନ । ସେହିପରି ଅକ୍ଷୟ କୁମାର ମଧ୍ୟ ଫିଲ୍ମରେ ଦେଖାଯିବେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.