ETV Bharat / sitara

ଭୁବନେଶ୍ବରରେ ପହଁଞ୍ଚିଲେ ସବ୍ୟାର୍ଚ୍ଚିତା - Sabyarchita return to bhubaneswar

ଭୁବନେଶ୍ବରରେ ପହଁଞ୍ଚିଲେ ନବଦମ୍ପତି ସବ୍ୟାର୍ଚ୍ଚିତା । ଗତ ୧ ତାରିଖରେ ରାଜସ୍ଥାନରେ ରାଜକୀୟ ଢଙ୍ଗରେ ହୋଇଥିଲା ବିବାହ । ରିଲ୍ ଲାଇଫରୁ ରିୟଲ ଲାଇଫରେ ପତିପତ୍ନୀ ହୋଇଛନ୍ତି ସବ୍ୟାର୍ଚ୍ଚିତା। ଅଧିକ ପଢନ୍ତୁ...

ଭୁବନେଶ୍ୱରରେ ପହଁଞ୍ଚିଲେ ସବ୍ୟର୍ଚ୍ଚିତା
ଭୁବନେଶ୍ୱରରେ ପହଁଞ୍ଚିଲେ ସବ୍ୟର୍ଚ୍ଚିତା
author img

By

Published : Mar 5, 2021, 9:59 PM IST

Updated : Mar 5, 2021, 10:39 PM IST

ଭୁବନେଶ୍ବର: ଓଡିଶାରେ ପହଁଞ୍ଚିଲେ ନବଦମ୍ପତି ସବ୍ୟାର୍ଚ୍ଚିତା। ଗତ ୧ ତାରିଖରେ ରାଜସ୍ଥାନରେ ରାଜକୀୟ ଢଙ୍ଗରେ ହୋଇଥିଲା ବିବାହ । ରିଲ୍ ଲାଇଫରୁ ରିୟଲ ଲାଇଫରେ ପତିପତ୍ନୀ ହେଲେ ସବ୍ୟାର୍ଚ୍ଚିତା ।

ଭୁବନେଶ୍ବରରେ ପହଁଞ୍ଚିଲେ ସବ୍ୟାର୍ଚ୍ଚିତା

ବିବାହ ପରେ ଆଜି(ଶୁକ୍ରବାର) ଓଡିଶାରେ ପହଁଞ୍ଚିଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚିବା ପରେ ଫ୍ୟାନ୍ସମାନଙ୍କ ଶୁଭେଚ୍ଛାର ସୁଅ ଛୁଟିଥିଲା । ଭୁବନେଶ୍ବରରେ ପହଁଞ୍ଚିବା ପରେ ଉଭୟ ବିବାହ ପରର ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ।

ପ୍ରକୃତରେ ଗତବର୍ଷ ମାର୍ଚ୍ଚ ମାସରେ ବିବାହ ପାଇଁ ସ୍ଥିର ହୋଇଥିଲା । କୋଭିଡ କଟକଣା ପାଇଁ ବନ୍ଦଥିବା ସହ ଏବେ ଶୁଭେଚ୍ଛୁଙ୍କ ଗହଳି ତଥା ସୁରକ୍ଷା ପାଇଁ ଉଭୟ ପରିବାର ସମ୍ମତିରେ ରାଜସ୍ଥାନରେ ବିବାହ କରିବାକୁ ସ୍ଥିର କରିଥିବା କହିଛନ୍ତି ସବ୍ୟସାଚୀ । ଏହାସହ ସବ୍ୟସାଚୀ ନିଜ ଜୀବନର ସଫଳତାର ଶ୍ରେୟ ଅର୍ଚ୍ଚିତାଙ୍କୁ ଦେଇଛନ୍ତି । ଦୁହେଁ ବିବାହକୁ ନେଇ ଖୁସିଥିବା ବେଳେ ରିଲ୍ ଲାଇଫ୍ ସହିତ ଆଗକୁ ସମାଜସେବା ଜାରି ରହିବ ବୋଲି ଉଭୟ କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Mar 5, 2021, 10:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.