ETV Bharat / sitara

‘ସାହୋ ପ୍ରି ରିଲିଜ ଇଭେଣ୍ଟ’: ପ୍ରଭାସଙ୍କୁ ଦେଖିବାକୁ ଏକ ଲକ୍ଷ ଫ୍ୟାନ୍ସଙ୍କ ଗହଳି

ଗୋଟିଏ ପଟେ ଫାନ୍ସ ନିଜ ପ୍ରିୟ ଅଭିନେତା ଓ ଅଭିନେତ୍ରୀଙ୍କୁ ବିଗ୍‌ ସ୍କ୍ରିନରେ ଦେଖିବା ପାଇଁ ଦିନ ଗଣୁଥିବା ବେଳେ ଅନ୍ୟପଟେ ଫ୍ୟାନ୍ସଙ୍କୁ ଖୁସି କରିବା ପାଇଁ ଟିମ୍‌ ‘ସାହୋ’ ଆଣିଛି ବିଗ୍‌ ସରପ୍ରାଇଜ ।

author img

By

Published : Aug 18, 2019, 9:10 PM IST

Updated : Aug 19, 2019, 7:53 AM IST

ଫଟୋ ସୌଜନ୍ୟ: ବ୍ୟୁରୋ, ଇଟିଭି ଭାରତ

ହାଇଦ୍ରାବାଦ: ଆରମ୍ଭ ହୋଇଛି ‘ସାହୋ’ ମୁଭି ରିଲିଜ ପାଇଁ କାଉଣ୍ଟ ଡାଉନ । ଗୋଟିଏ ପଟେ ଫାନ୍ସ ନିଜ ପ୍ରିୟ ଅଭିନେତା ଓ ଅଭିନେତ୍ରୀଙ୍କୁ ବିଗ୍‌ ସ୍କ୍ରିନରେ ଦେଖିବା ପାଇଁ ଦିନ ଗଣୁଥିବା ବେଳେ ଅନ୍ୟପଟେ ଫ୍ୟାନ୍ସଙ୍କୁ ଖୁସି କରିବା ପାଇଁ ଟିମ୍‌ ‘ସାହୋ’ ଆଣିଛି ବିଗ୍‌ ସରପ୍ରାଇଜ । ‘ସାହୋ ପ୍ରି ରିଲିଜ’ ଇଭେଣ୍ଟ ସହ ପ୍ରାୟ ଲକ୍ଷେରୁ ଅଧିକ ଫ୍ୟାନ୍ସଙ୍କୁ ଦେଖା କରିଛନ୍ତି ମୁଭିର ଷ୍ଟାରକାଷ୍ଟ ଓ ଅନେକ ସାଉଥ ସେଲିବ୍ରିଟି ।

ଭିଡିଓ ସୌଜନ୍ୟ:ବ୍ୟୁରୋ, ଇଟିଭି ଭାରତ

ରବିବାର ଏନେଇ ରାମୋଜୀ ଫିଲ୍ମ ସିଟିରେ ଆୟୋଜନ ହୋଇଥିଲା ବିରାଟ କାର୍ଯ୍ୟକ୍ରମ । ପ୍ରାୟ 2.5 କୋଟି ଟଙ୍କା ବ୍ୟୟରେ ଆୟୋଜନ ହୋଇଥିବା ଏହି କାର୍ଯ୍ୟକ୍ରମର ଫ୍ୟାନ୍ସଙ୍କ ପାଇଁ ହୋଇଛି ସ୍ପେଶାଲ ଆରେଞ୍ଜମେଣ୍ଟ । ଏକଲକ୍ଷରୁ ଅଧିକ ଫ୍ୟାନ୍ସ କାର୍ଯ୍ୟକ୍ରମରେ ସାମିଲ ହେବା ପରି ବ୍ୟବସ୍ଥା କରାଯାଇଥିଲା ।

ଏହି ଇଭେଣ୍ଟରେ ‘ସାହୋ’ ମୁଭିରେ ବ୍ୟବହାର ହୋଇଥିବା ସମସ୍ତ ପ୍ରପ୍ସ, ଯେମିତିକି କାର୍‌, ଗ୍ୟାଜେଟ ଓ ମେସିନ ଆଦିକୁ ଶୋ’କେସ୍‌ କରାଯାଇଥିଲା । ଫ୍ୟାନ୍ସମାନେ ମଧ୍ୟ ଏହି ପ୍ରଦର୍ଶନୀର ଭରପୂର ମଜା ଉଠାଉଥିବା ଦେଖିବାକୁ ମିଳିଥିଲା । କିଏ ବାହୁବଳୀ ପ୍ରଭାସଙ୍କ କଟ୍‌ଆଉଟ ସହିତ ସେଲ୍‌ଫି ନେଉଛି ତି କିଏ ପୁଣି ସୁନ୍ଦରୀ ଶ୍ରଦ୍ଧାଙ୍କ ପୋଷ୍ଟର ଆଗରେ ଭିଡ ଜମାଉଛି ।

pre release event
ଫଟୋ ସୌଜନ୍ୟ:ଟ୍ବିଟର

ସନ୍ଧ୍ୟା ପ୍ରାୟ 5ଟା ସମୟରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରଭାସ ଓ ଶ୍ରଦ୍ଧାଙ୍କ ସମେତ ଟିମ୍‌ ‘ସାହୋ’ ଓ ଅନେକ ସାଉଥ ସେଲିବ୍ରିଟି ଯୋଗଦେଇଛନ୍ତି । ତେବେ କାର୍ଯ୍ୟକ୍ରମକୁ ଆୟୋଜନ କରିଛି ଟିମ୍‌ ‘ସାହୋ’ । ଏଥିସହ ଇଭେଣ୍ଟର ଲାଇଭ ଟେଲିକାଷ୍ଟ ୟୁଭି କ୍ରିଏସନର ଅଫିସିଆଲ ୟୁଟ୍ୟୁବ୍‌ ଚ୍ୟାନେଲରେ କରାଯାଇଥିଲା । ଏହାସହ ଫିଲ୍ମର ଆଉ ଏକ ପୋଷ୍ଟରକୁ ମଧ୍ୟ ରିଲିଜ କରାଯାଇଛି । ଫଟୋରେ ପ୍ରଭାଷ ଓ ଶ୍ରଦ୍ଧାଙ୍କ କ୍ଲୋଜନେସ ସାଫ୍ ଜଣାପଡୁଛି ।

ପ୍ରାୟ 300 କୋଟିର ବଜେଟ୍‌ରେ ନିର୍ମିତ ଏହି ଫିଲ୍ମର ପ୍ରି ରିଲିଜ ଇଭେଣ୍ଟରେ ମୁଖ୍ୟ ଅତିଥି ଭାବେ ପ୍ରଭାସଙ୍କ ଘନିଷ୍ଠ ବନ୍ଧୁ ଏସ୍‌.ଏସ୍‌ ରାଜାମୌଲି ମଧ୍ୟ ଯୋଗ ଦେଇଥିଲେ । ପ୍ରକାଶ ଯେ ଫିଲ୍ମଟି ଏକ ଅଲ୍‌ଟ୍ରା-ମଡର୍ଣ୍ଣ ଆକ୍ସନ ଫ୍ଲିକ ଫିଲ୍ମ । ଯାହା ତେଲୁଗୁ, ତାମିଲ ଓ ହିନ୍ଦୀ ଭାଷାରେ ଦେଶ ତଥା ଦେଶ ବାହାରର ଅନେକ ଲୋକେସନରେ ସୁଟ କରାଯାଇଛି । ଆସନ୍ତା ଅଗଷ୍ଟ 30ରେ ୱାର୍ଲ୍ଡ ୱାଇଡ ରିଲିଜ ହେବ ମୋଷ୍ଟ ଆୱେଟେଡ ‘ସାହୋ’ ।

Intro:Body:

BLANK

Conclusion:
Last Updated : Aug 19, 2019, 7:53 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.