ETV Bharat / sitara

ରଣବୀରଙ୍କ ଗୀତ ଗାଇଲେ ପ୍ରିୟା ପ୍ରକାଶ, ଭିଡିଓ ଭାଇରାଲ

author img

By

Published : Nov 25, 2020, 6:46 PM IST

ନିକଟରେ ପ୍ରିୟା ପ୍ରକାଶଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ରଣବୀର କପୁରଙ୍କ ଗୀତ 'ଚନ୍ନା ମେରେୟା' ଗୀତ ଗାଇଥିବାର ନଜର ଆସିଛନ୍ତି । ଅଧିକ ପଢନ୍ତୁ...

priya-sings-channa-mereya-video-goes-viral
ରଣବୀରଙ୍କ ଗୀତ ଗାଇଲେ ପ୍ରିୟା ପ୍ରକାଶ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଆଖିମାରି ରାତାରାତି ଫ୍ୟାନ୍ସଙ୍କ ନ୍ୟାସନାଲ କ୍ରସ୍ ସାଜିଥିବା ଅଭିନେତ୍ରୀ ପ୍ରିୟା ପ୍ରକାଶ ପୁଣିଥରେ ଚର୍ଚ୍ଚାରେ । ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଏକ ଫଙ୍କସନ୍ ରେ ରଣବୀର କପୁରଙ୍କ ଗୀତ 'ଚନ୍ନା ମେରେୟା' ଗୀତ ଗାଇଥିବାର ନଜର ଆସିଛନ୍ତି ।

ପ୍ରିୟା ପୂର୍ବରୁ ମଧ୍ୟ ଏକ ହିନ୍ଦୀ ଗୀତ ଗାଉଥିବାର ଭିଡିଓ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ପ୍ରିୟାଙ୍କ ଏହି କ୍ଲିପଗୁଡିକ ଦେଖି ଲାଗୁଛି ଯେ ସେ ଜଣେ ଭଲ ଗାୟିକା ।

ପ୍ରକାଶ ଥାଉ ଯେ, 2018 ମସିହାରେ, ପ୍ରିୟାଙ୍କ ଏକ କ୍ଲିପ୍ ଭାଇରାଲ୍ ହୋଇଥିଲା । ଏହି କ୍ଲିପ୍‌ରେ ସେ ଆଖି ମାରିଥିବାର ଏକ ଝଲକ ଦେଖିବାକୁ ମିଳିଥିଲା । ଏହି ଭିଡିଓକୁ ନେଇ ସେ ଚର୍ଚ୍ଚାରେ ଥିଲେ ଏବଂ ତାଙ୍କର ଅନେକ ମିମ୍ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.