ETV Bharat / sitara

ବଘିରା ହୋଇ ଦର୍ଶକଙ୍କୁ ଡରାଇଲେ ପ୍ରଭୁଦେବା - ଅଭିନେତା ପ୍ରଭୁଦେବା ଅପକମିଂ ଫିଲ୍ମ ବଘିରା

ନିଜର 55ତମ ଫିଲ୍ମ ‘ବଘିରା’ ପରଦାରେ ଖୁବଶୀଘ୍ର ନଜର ଆସିବେ ଲୋକପ୍ରିୟ ଅଭିନେତା ପ୍ରଭୁଦେବା। ଜାରି ହୋଇଯାଇଛି ଫିଲ୍ମର ଫାଷ୍ଟଲୁକ ପୋଷ୍ଟର।

prabhudeva
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରଭୁଦେବା
author img

By

Published : Feb 16, 2020, 3:45 AM IST

ମୁମ୍ବାଇ: ଫେମସ କୋରିଓଗ୍ରାଫର, ଅଭିନେତା, ନିର୍ଦ୍ଦେଶକ ପ୍ରଭୁଦେବା ବର୍ତ୍ତମାନ ନିଜ ଆଗାମୀ ଫିଲ୍ମ ‘ରାଧେ’କୁ ନେଇ ଚର୍ଚ୍ଚାରେ। ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ସୁପରଷ୍ଟାର ସଲମାନ ଖାନ, ଦିଶା ପଟାନୀ ଓ ରଣଦୀପ ହୁଡ୍ଡା। ଫିଲ୍ମକୁ ଏବର୍ଷ ଇଦରେ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ।

photo
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରଭୁଦେବା

‘ରାଧେ’ ବ୍ୟତୀତ ପ୍ରଭୁଦେବା ପୁଣି ଏକ ସାଉଥ ଫିଲ୍ମ ‘ବଘିରା’ରେ ଅଭିନୟ କରିବାକୁ ଯାଉଛନ୍ତି। ଯାହର ଫାଷ୍ଟଲୁକ ପୋଷ୍ଟର ଜାରି ହୋଇଯାଇଛି। ପୋଷ୍ଟର ଦେଖି ପ୍ରଭୁଦେବାଙ୍କ ଫ୍ୟାନ୍ସ ଡରିଯିବେ। କାରଣ ପୋଷ୍ଟରେ ସମ୍ପୂର୍ଣ୍ଣ ଭିନ୍ନ ଅନ୍ଦାଜରେ ନଜର ଆସୁଛନ୍ତି ସେ। ଏହି ଫିଲ୍ମଟି ପ୍ରଭୁଙ୍କ 55ତମ ଫିଲ୍ମ ଆଉ ଏହା ମିଷ୍ଟ୍ରି, ଥ୍ରିଲର କାହାଣୀକୁ ନେଇ ଆଧାରିତ।

ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ଆଧିକ ରବିଚନ୍ଦ୍ରନ। ଫିଲ୍ମର ପ୍ରେରଣା ତାଙ୍କୁ ‘ଜଙ୍ଗଲ ବୁକ’ରୁ ମିଳିଛି । ଏହି ଅବସରରେ ରବିଚନ୍ଦ୍ରନ କହିଛନ୍ତି ଡାନ୍ସ, କମେଡି ପ୍ରଭୁଦେବା ତ ବହୁତ କରିଛନ୍ତି । ଏଥର ସେ ଟିକେ ହଟକେ କରିବାକୁ ଯାଉଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.