ETV Bharat / sitara

ଅନୁଷ୍କା ମୋର ଦେବସେନା କିନ୍ତୁ...

author img

By

Published : Aug 16, 2019, 2:57 PM IST

ଅନୁଷ୍କା ସେଟ୍ଟିଙ୍କ ସହ ରିଲେସନ୍‌ସିପ୍‌କୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି ବାହୁବଳୀ । ଯଦି ଆମେ ପରସ୍ପର ଡେଟ୍ କରୁଛୁ ତେବେ ମିଡିଆ ଏପର୍ଯ୍ୟନ୍ତ ଆମକୁ ଏକାଠି ସ୍ପଟ କରିନି କାହିଁକି ।

ଅନୁଷ୍କା ମୋର ଦେବସେନା କିନ୍ତୁ...

ମୁମ୍ବାଇ: ସାଉଥ୍‌ ସୁପର୍‌ଷ୍ଟାର୍‌ ପ୍ରଭାସ । ଏବେ ସେ ନିଜର ଅପକମିଙ୍ଗ୍ ଫିଲ୍ମ ‘ସାହୋ’ର ପେମେଣ୍ଟ ପାଇଁ ଚର୍ଚ୍ଚାରେ। ୩୫୦ କୋଟି ବଜେଟ୍‌ରେ ତିଆରି ହୋଇଥିବା ଏହି ଫିଲ୍ମ ପାଇଁ ପ୍ରଭାସ 100 କୋଟି ଟଙ୍କା ନେଇଥିବା ଚର୍ଚ୍ଚା ହେଉଥିଲା । ଆଉ ଏବେ ଅନୁଷ୍କା ସେଟ୍ଟିଙ୍କ ସହ ରିଲେସନ୍‌ସିପ୍‌କୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି ବାହୁବଳୀ ।

ତେବେ ନିକଟରେ ପ୍ରଭାସ ଅନୁଷ୍କାଙ୍କ ପାଇଁ ‘ସାହୋ’ର ସ୍ପେଶାଲ୍‌ ସ୍କ୍ରିନିଙ୍ଗ୍‌ ବ୍ୟବସ୍ଥା କରିଥିବା ମଧ୍ୟ ଶୁଣିବାକୁ ମିଳିଥିଲା । ତେବେ ସମସ୍ତ ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପକାଇ ଶେଷରେ ପ୍ରଭାସ ମୁହଁ ଖୋଲିଛନ୍ତି । ଆଉ କହିଛନ୍ତି, ଆମେ ଦୁହେଁ ଖୁବ୍ ଭଲ ସାଙ୍ଗ ।

ନିକଟରେ ମିଡିଆକୁ ସେ ଏକ ଇଣ୍ଟରଭ୍ୟୁ ଦେଇ ଏହା ସ୍ପଷ୍ଟ କରିଛନ୍ତି । ଏହାସହ ସେ କହିଛନ୍ତି ଯଦି ଆମେ ପରସ୍ପର ଡେଟ୍ କରୁଛୁ ତେବେ ମିଡିଆ ଏପର୍ଯ୍ୟନ୍ତ ଆମକୁ ଏକାଠି ସ୍ପଟ କରିନି କାହିଁକି । ଏହି ପ୍ରଶ୍ନ ମୋତେ କରଣଙ୍କ ଶୋ' ରେ ମଧ୍ୟ ପଚରାଯାଇଥିଲା । ଯାହାର ଉତ୍ତର ରାଣା ଏବଂ ରାଜମୌଲୀ ଦେଇଥିଲେ । ସେ କହିଥିଲେ ଏମିତି କିଛି ମଧ୍ୟ ନାହିଁ । ଏହା କେବଳ ଉଡା ଖବର ।

Intro:Body:

ddddd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.