ETV Bharat / sitara

ବାବୁସାନଙ୍କ ସାୟରାନା ଅନ୍ଦାଜ, ଭାଇରାଲ ପୋଷ୍ଟ

author img

By

Published : May 28, 2021, 10:50 AM IST

ଲକଡାଉନରେ ସାୟର ସାଜିଲେ ବାବୁସାନ । ସେୟାର କଲେ ସାୟରି । ଭାଇରାଲ ହେଉଛି ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବାବୁସାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବାବୁସାନ

ଭୁବନେଶ୍ବର: ଓଲିଉଡ ଷ୍ଟାର ବାବୁସାନ ଲକଡାଉନରେ ନିଜ କୁନି ପୁଅଙ୍କ ସହ ବେଶ୍ ସମୟ ବିତାଉଛନ୍ତି । ଆଉ ସୋସିଆଲ ମିଡିଆରେ ପ୍ରାୟତଃ ପୁଅଙ୍କ ସହ ଭିଡିଓ, ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ମଧ୍ୟ ଖୁସ୍ କରିଦେଉଛନ୍ତି । ହେଲେ ଏଥର ଦେଖିବାକୁ ମିଳୁଛି ତାଙ୍କ ସାୟରାନା ଅନ୍ଦାଜ ।

କଥାଟି ହେଲା ଯେ ଇନଷ୍ଟାଗ୍ରାମରେ ନିଜର ତିନୋଟି ଫଟୋ ପୋଷ୍ଟ କରି ବାବୁସାନ ଲେଖିଛନ୍ତି, ‘ସାରେ ମଶରୂଫ୍ ହେଁ ୟାହାଁ ଦୁସରୋଁ କି କାହାନିୟାଁ ଜାନ ନେ ମେଁ, ଇତନି ସିଦତ୍ ସେ ଖୁଦ୍ କୋ ପଢତେ ତୋ ଖୁଦା ହୋ ଜାତେ ।’

ବର୍ତ୍ତମାନ ବେଶ୍ ଭାଇରାଲ ହେଉଛି ତାଙ୍କର ଏହି ପୋଷ୍ଟ । ସେପଟେ ଫ୍ୟାନ୍ସ ମଧ୍ୟ ତାଙ୍କ ଏହି ସାୟରିରେ କମେଣ୍ଟ କରୁଥିବାର ନଜର ଆସୁଛନ୍ତି । ଦେଖନ୍ତୁ ପୋଷ୍ଟ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.