ETV Bharat / sitara

ରଜରେ ପପୁଙ୍କ ମୁଣ୍ଡ ଟିଣ !

ରଜରେ ଗୀତ ଗାଇବେ ପପୁ ପମ ପମ । ଦେହ ଖରାପ କାରଣରୁ ଇଣ୍ଡଷ୍ଟ୍ରିରୁ ଟିକେ ଦୁରରେ ଥିବା ପପୁ ରଜରେ ଦର୍ଶକଙ୍କ ପାଇଁ ଭେଟି ଦେଇଛନ୍ତି ନୂଆ କମେଡି ଗୀତ ।

author img

By

Published : Jun 12, 2019, 2:39 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ହାଇଦ୍ରାବାଦ: ଆସୁଛି ରଜ । ଅପେକ୍ଷା ଆଉ ଦୁଇ ଦିନର । ରଜରେ ଓଲିଉଡ ଇଣ୍ଡଷ୍ଟ୍ରି ସବୁବେଳେ ଚେଷ୍ଟା କରେ କିଛି ନୂଆ ନୂଆ ଦର୍ଶକଙ୍କୁ ଭେଟି ଦେବାକୁ । ତେବେ ଏଥରକ ରଜ ବଜାରକୁ ଗରମ କରିବ ପପୁଙ୍କ ନୂଆ କମେଡି ଗୀତ ‘ଟିଣ ହେଇଗଲା, ମୋବାଇଲ ହେଲା କାଳ’।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଜେବି ପ୍ରଡକ୍ସନର ପ୍ରଥମ ଓଡିଆ ଆଲବମରେ ଗୀତ ଗାଇଛନ୍ତି କମେଡି କିଙ୍ଗ ପପୁ ପମ ପମ । ଗୀତର ନିର୍ଦ୍ଦେଶନା ଦେଇଛନ୍ତି ପପୁ ଓଝା ଓ ଗୀତକୁ ସଙ୍ଗୀତରେ ମୁନା ପାଗଲ ସଜେଇଥିବା ବେଳେ ପ୍ରଯେଜନା ଭାର ସମ୍ଭାଳିଛନ୍ତି ସିତୁ ସିତେସ ।

ଆଗରୁ ମଧ୍ୟ ପପୁ ଅନେକ ଗୀତରେ ନିଜ କଣ୍ଠଦାନ କରିଛନ୍ତି ଓ ପ୍ରାୟ ସବୁ ଗୀତ ସୁପରହିଟ ହେବା ସହ ଲୋକଙ୍କ ମନକୁ ଖୁବ ଛୁଇଁଛି । ତେବେ ରଜ ମାହୋଲରେ ଗୀତଟି ଲୋକ ମାନଙ୍କୁ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ପପୁ ଙ୍କ ନୂଆ ଟାଲେଣ୍ଟ ,ଏଣିକି ରଜ ରେ ପପୁ ପମ ପମ ଶୁଣାଇବେ ଗୀତ।

ଆଗକୁ ଆସୁଛି ରଜ । ଏଥି ପାଇଁ ସାରା ଓଡ଼ିଶା ଯେତେ ଚଳଚଂଚଳ ହୋଇ ଉଠିଛି ,ସେତିକି ଯେସ ଦେଖିବାକୁ ମିଳିଛି ଓଲିଉଡ ଇଣ୍ଡଷ୍ଟ୍ରି ରେ, କାରଣ ରଜ ରେ ଦର୍ଶକ ଙ୍କୁ ଭେଟି ଦେବା ପାଇଁ ରିଲିଜ ହାଉଛି ନୂଆ ନୂଆ ଫିଲ୍ମ ହଉ କି ନୂଆ ଆଲବମ ଗୀତ। ଆଉ ରଜ କୁ ଦୁଇ ଦିନ ବାକି ଥିବା ବେଳେ ଓଲିଉଡ ର କମେଡି କିଙ୍ଗ ପପୁ ପମପମ ଜେବି ପ୍ରଡକ୍ସନ ହାଉସ ରେ ପ୍ରଥମ ଥର କରି ଆଲବମ ରେ ନିଜର କଣ୍ଠ ଦାନ କରିଛନ୍ତି। ଗୀତ ର ଥିମ ରହିଛି " ଟିଣ ହୋଇଗଲା,, ମେବାଇଲ ହେଲା କାଳ। ଗୀତ ଟି କୁ ନିର୍ଦ୍ଦେଶନା ଦେଇଛନ୍ତି ପପୁ ଓଝା , ସଙ୍ଗୀତ ନିର୍ଦ୍ଦେଶନା  ଦେଇଛନ୍ତି ଦେଇଛନ୍ତି ମୁନା ପାଗଲ ,ପ୍ରଯେଜନ ଦାଇତ୍ୱ ତୁଲାଇଛନ୍ତି ସିତୁ ସିଦେସ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.