ETV Bharat / sitara

ବଡ ପରଦାରେ ପୁଣି ପପୁ ପମ୍ ପମ୍ - ସିଦ୍ଧାର୍ଥ ବ୍ୟାନର

ଦୀର୍ଘ ବର୍ଷେ ପରେ ବଡ ପରଦାକୁ କମବ୍ୟାକ କରୁଛନ୍ତି କମେଡି କିଙ୍ଗ ପପୁ ପମ୍ ପମ୍ । ଫିଲ୍ମ ‘ମିଷ୍ଟର କହ୍ନେୟା’ ଜରିଆରେ ପରଦାକୁ ଫେରୁଛନ୍ତି ପପୁ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Jul 31, 2019, 10:49 PM IST

Updated : Jul 31, 2019, 11:52 PM IST

ଭୁବନେଶ୍ବର: ପୁଣି ଥରେ ବଡ଼ ପରଦାରେ ଅଭିନୟ କରିବେ କମେଡି କିଙ୍ଗ ପପୁ ପମ୍ ପମ । ପାନକ୍ରିଆଟିକ୍ ରୋଗରେ ପୀଡିତ ହୋଇ ଦିଲ୍ଲୀରେ ଚିକିତ୍ସିତ ହେଉଥିବା ପପୁ କିଛି ଦିନ ତଳେ ଓଡିଶା ଫେରିଥିଲେ । ତେବେ ସୁସ୍ଥ ହେବା ପରେ ପପୁ ପମ୍ ପମ୍ ଙ୍କ ପ୍ରଥମ ଫିଲ୍ମ । ‘ମିଷ୍ଟର କହ୍ନେୟା’ ନାମକ ଫିଲ୍ମରେ ମୁଖ୍ୟ ଭୁମିକାରେ ନଜର ଆସିବେ ପପୁ ।

papu pom pom
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏହା ସିଦ୍ଧାର୍ଥ ବ୍ୟାନରର 27ତମ ଫିଲ୍ମ । ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ରମେଶ ରାଓ ଓ ପ୍ରଯୋଜନା କରିବେ ସୀତାରାମ ଅଗ୍ରୱାଲ । ଅନ୍ୟପକ୍ଷେ ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭାବେ ଝିଲିକ ନଜର ଆସିବେ । ତେବେ ଫିଲ୍ମଟି ଗଣେଶ ପୂଜାରେ ରିଲିଜ ହେବାର ସୂଚନା ଦେଇଛନ୍ତି ନିଜେ ପ୍ରଯୋଜକ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ପୁଣି ଥରେ ବଡ଼ ପାରଦା ରେ ଅଭିନୟ କରିବେ କମେଡି କିଙ୍ଗ ପପୁ ପମ୍ ପମBody:ପୁଣି ଥରେ ବଡ଼ ପାରଦା ରେ ଅଭିନୟ କରିବେ କମେଡି କିଙ୍ଗ ପପୁ ପମ୍ ପମ

ଦୀର୍ଘ 1 ବର୍ଷ ରେ ବଡ଼ ବ୍ୟବଧାନ ପରେ ପୁଣିଥରେ ବଡ଼ ପରଦା ରେ ଅଭିନୟ କରିଛନ୍ତି ଓଲିଉଡ ର କମେଡି କିଙ୍ଗ ପପୁ ପମ୍ ପମ। ମିଷ୍ଟର କଁହେୟା ନାମକ ଏକ ଫିଲ୍ମ ରେ ପପୁ ମୁଖ୍ୟ ଭୂମିକା ରେ ନଜର ଆସିବେ ।
ମିଷ୍ଟର କଁହେୟା ସିଦାର୍ଥ ବ୍ୟାନର 27 ତମ ଫିଲ୍ମ ହୋଇଥିବା ବେଳେ ଏହାର ନିର୍ଦେଶନା ଦାଇତ୍ୱ ତୁଲାଇଛନ୍ତି ରମେଶ ରାଓ । ଫିଲ୍ମ ରେ ମୁଖ୍ୟ ଅଭିନେତ୍ରୀ ହିସାବ ରେ ନଜର ଆସିବେ ଝିଲିକ। ଅନ୍ୟ ପଟେ ଫିଲ୍ମ ଟି ଆସନ୍ତା ଗଣେଶ ପୂଜା ରେ ରିଲିଜ ହେବାର ସୂଚନା ଦେଇଛନ୍ତି ପ୍ରାଜେଜକ ଶ୍ରୀତାରାମ ଆଗ୍ରୱାଲ।
Conclusion:
Last Updated : Jul 31, 2019, 11:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.