ETV Bharat / sitara

ଓଡ଼ିଆ ଚଳଚ୍ଚିତ୍ର ‘ଅଟୋଗ୍ରାଫ୍’ ର ଶୁଭ ମହୁରତ

ଖୁବଶୀଘ୍ର ‘ଅଟୋଗ୍ରାଫ’ର ସୁଟିଂ ଆରମ୍ଭ ହେବାକୁ ଯାଉଛି । ଏହାପୂର୍ବରୁ ଆୟୋଜିତ ହୋଇଯାଇଛି ଏହାର ଶୁଭ ମହୁରତ । ନଜର ଆସିଲେ ଷ୍ଟାରକାଷ୍ଟ ।

author img

By

Published : Aug 8, 2019, 1:02 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଆଗାମୀ ଚଳଚ୍ଚିତ୍ର ‘ଅଟ୍ରୋଗ୍ରାଫ’ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । ଏହି ମହୁରତରେ ମୁଖ୍ୟ ଅତିଥି ଭାବେ ଲୋକପ୍ରିୟ ପ୍ରଯୋଜକ ଅକ୍ଷୟ ପରିଜା, ସଞ୍ଜୟ ନାୟକ(ଟୁଟୁ) ଏବଂ ସମାଜସେବୀ ଶଶିଭୂଷଣ ସାହୁ ଯୋଗ ଦେଇଥିଲେ ।

photo-3
https://etvbharatimages.akamaized.net/etvbharat/prod-images/4074128_01.JPG

‘ଅଟ୍ରୋଗ୍ରାଫ୍’ର ପ୍ରଯୋଜକ ପ୍ରସନ୍ନ ଦ୍ବିବେଦୀ(ଟୁନା) ଓ ଏ. ଆର, ରେହମନଙ୍କ ସହ ଏହି ମହୁରତରେ ଚଳଚ୍ଚିତ୍ରର ପୁରା କଳାକାର ନଜର ଆସିଥିଲେ । ଚଳଚ୍ଚିତ୍ରର ଅଭିନେତା ଦୀପକ, ନବାଗତ ଅଭିନେତ୍ରୀ ସ୍ବାତୀ, ପିଣ୍ଟୁ ନନ୍ଦ, ପ୍ରତିଭା ପଣ୍ଡା, ପୂଜା, ଜୀବନ ପଣ୍ଡା, ବିଜୁ ବଡ଼ଜେନା ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାର ଦେଖାଯିବେ।

photo-1
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଚଳଚ୍ଚିତ୍ରର କାହାଣୀ ପରିକଳ୍ପନା ନିଜେ ପ୍ରଯୋଜକ ପ୍ରସନ୍ନ କରିବାକୁ ଯାଉଥିବା ବେଳେ ଏଥିରେ ସଂଳାପ ଦେବେ ଆଶୁତୋଷ । ସେହିପରି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା କାର୍ଯ୍ୟ ସମ୍ଭାଳିବେ ଅଭିଜିତ୍ ମଜୁମଦାର ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

‘ଅଟୋପ୍ରାଫ୍’ ଚଳଚ୍ଚିତ୍ରରେ ଚିତ୍ରନାଟ୍ୟ ପ୍ରସ୍ତୁତି କରିବା ସହ ନିର୍ଦ୍ଦେଶନା ଦେବେ ରମେଶ ରାଉତ । ଅନ୍ୟପଟେ ସମ୍ପାଦନା କରିବେ ରାଜେଶ ରାଉତ ଏବଂ ଡିଓପି ଭୂମିକାରେ କାର୍ଯ୍ୟ କରିବେ ଅଜିତ । ଚଳଚ୍ଚିତ୍ରର କ୍ରିଏଟିଭ ହେଡ ରୂପେ ପ୍ରଣୟ ଜେଠୀ ଥିବା ବେଳେ ପବ୍ଲିସିଟି ଡିଜାଇନ କରିବେ ଆଠାର ଅଲ୍ଲୀ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଓଡ଼ିଆ ମୁଭି ‘ଅଟୋଗ୍ରାଫ୍‌’ ଶୁଭ ମହୁରତBody:ଓଡ଼ିଆ ମୁଭି ‘ଅଟୋଗ୍ରାଫ୍‌’
ମୁଭି‘ଅଟୋଗ୍ରାଫ୍‌’ର ଶୁଭ ମହୁରତ ଅନୁଷ୍ଠିତ ହୋଇଛି।
ମହୁରତରେ ମୁଖ୍ୟ ଅତିଥି ଭାବେ ଜଣାଶୁଣା ପ୍ରଯୋଜକ ଅକ୍ଷୟ ପରିଜା, ସଞ୍ଜୟ
ନାୟକ(ଟୁଟୁ) ଏବଂ ସମାଜସେବୀ ଶିଶୀଭୂଷଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ମହୁରତରେ ଉକ୍ତ ସିନେମାର ପ୍ରଯୋଜକ ପ୍ରସନ୍ନ
ଦ୍ୱିବେଦୀ(ଟୁନା) ଏବଂ ଏ.ଆର. ରେହମନ ଉପସ୍ଥିତ ରହିବା ସହ ଅଭିନେତା ଦୀପକ, ନବାଗତା ଶ୍ୱାତୀ, ପିଣ୍ଟୁ ନନ୍ଦ, ପ୍ରତିଭା ପଣ୍ଡା, ପୂଜା, ଜୀବନ ପଣ୍ଡା,
ବବି ମିଶ୍ର, ବିଜୁ ବଡ଼ଜେନା ପ୍ରମୁଖ ଉପସ୍ଥିତ ଥିଲବ। ଏହି ଚଳଚ୍ଚିତ୍ରର କାହାଣୀ
ପରିକଳ୍ପନା ନିଜେ ପ୍ରଯୋଜକ ଶ୍ରୀ ଦ୍ୱିବେଦୀ କରିଥିବା ବେଳେ ସଂଳାପ ଲେଖିଛନ୍ତି
ଆଶୁତୋଷ ଏବଂ ସଙ୍ଗୀତ ନିଦେ୍ର୍ଦଶନା ଦେଉଛନ୍ତି ଅଭିଜିତ୍‌ ମଜୁମ୍‌ଦାର। ‘ଅଟୋଗ୍ରାଫ୍‌’
ମୁଭିର ଚିତ୍ରନାଟ୍ୟ ପ୍ରସ୍ତତି ସହ ନିଦେ୍ର୍ଦଶନା ଦେବେ ରମେଶ ରାଉତ। ସମ୍ପାଦନା କରିବେ
ରାଜେଶ ରାଉତ ଓ ଡିଓପି ଭୂମିକା ନିର୍ବାହକରିବେ ଅଜିତ୍‌। ଫିଲ୍ମର କ୍ରିଏଟିଭ୍‌ ହେଡ୍‌
ପ୍ରଣୟ ଜେଠୀ ଥିବା ବେଳେ ପବ୍ଲିଶିଟି ଡିଜାଇନ୍‌ କରିବେ ଆଝାର ଅଲ୍ଲୀ। Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.