ETV Bharat / sitara

ହୋଲି ନୁହେଁ,ନବବର୍ଷରେ 'ରଙ୍ଗବରଷିବ ଟୁପୁରୁ ଟୁପୁରୁ'

ମହାବିଷୁମ ସଂକ୍ରାନ୍ତି ତଥା ଓଡିଆ ନବବର୍ଷରେ ଭିନ୍ନ ଏକ କାହାଣୀ ନେଇ ଆସୁଛନ୍ତି ପ୍ରଖ୍ୟାତ ନିର୍ମାତା ଜିତେନ୍ଦ୍ରନାଥ ମହାପାତ୍ର। ପାରିବାରିକ ଡ୍ରାମାକୁ ନେଇ ଆଧାରିତ ଏହି ଫିଲ୍ମ ରଙ୍ଗ ବରଷିବ ଟୁପୁରୁ ଟୁପୁରୁ...

author img

By

Published : Mar 24, 2019, 1:30 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଓଡ଼ିଆ ନୂତନବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଅବସରରେ ଓଡିଆ ସିନେପ୍ରେମୀଙ୍କୁ ମିଳିବ ଗୋଟିଏ ବଡ ସରପ୍ରାଇଜ। ଦର୍ଶକ ରୂପେଲି ପରଦାରେ ଦେଖିବାକୁ ପାଇବେ ନୂଆ ସିନେମା "ରଙ୍ଗ ବରଷିବ ଟୁପୁରୁ ଟୁପୁରୁ"। ପାରିବାରିକ କାହାଣୀକୁ ନେଇ ଆଧାରିତ ଏହି ଫିଲ୍ମଟି ଭେଟି ଦେବାକୁ ଯାଉଛନ୍ତି ଓଡ଼ିଆ ଟେଲି ଧାରାବାହିକ ଜଗତର ପ୍ରଖ୍ୟାତ ନିର୍ମାତା ଜିତେନ୍ଦ୍ରନାଥ ମହାପାତ୍ର।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଫିଲ୍ମଟି କୌଣସି ତେଲୁଗୁ କିମ୍ବା ହିନ୍ଦୀ ଫିଲ୍ମର ରିମେକ ନୁହେଁ ବରଂ ସମ୍ପୂର୍ଣ୍ଣ ଭିନ୍ନ କାହାଣୀକୁ ନେଇ ପ୍ରସ୍ତୁତ ବୋଲି ରୋଟାରୀ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହନ୍ତି ନିଜେ ନିର୍ମାତା। ଫିଲ୍ମର ମୌଳିକ କାହାଣୀ, ରଚନା ଠାରୁ ଆରମ୍ଭ କରି ସ୍କ୍ରିନ ପ୍ଲେ,ଡାଇଲାଗ ରଚନାର ଭାର ଗ୍ରହଣ କରିଛନ୍ତି ନିଜେ ନିର୍ମାତା ଶ୍ରୀ ମହାପାତ୍ର।

ଏହି ଫିଲ୍ମର ମୁଖ୍ୟ ଭୂମିକାରେ ବରିଷ୍ଠ ଅଭିନେତା ମିହିର ଦାସ,ଅପରାଜିତା ମହାନ୍ତି,ଅଶ୍ରୁମୋଚନ ପ୍ରମୁଖ ନଜର ଆସିବାବେଳେ ନବାଗତ ଅଭିନେତା ତାପସ ଓ ସୁଶ୍ରୀ ରଥ ନୂଆ ଯୋଡି ଭାବେ ଦର୍ଶକଙ୍କ ସମ୍ମୁଖରେ ପଦାର୍ପଣ କରିବେ। ଏଥିରେ ଗୀତିକାର ଶୀର୍ଷାନନ୍ଦ ଦାସ କାନୁନଗୋ ଓ ଶ୍ରୀକାନ୍ତ ଗୌତମଙ୍କ ଗୀତକୁ ସଂଗୀତରେ ଅମରେନ୍ଦ୍ର ମହାନ୍ତି ସଜାଇ ଥିବାବେଳେ ଏଥିରେ କଣ୍ଠଦାନ କରିଛନ୍ତ ସତ୍ୟଜିତ,ସୁଭମ,ଶଶାଙ୍କ,ଅନ୍ତରା,ନଳିତା,ଦୀପ୍ତିରେଖା ଓ ଚମେଲି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:Body:

ଭୁବନେଶ୍ବର: ଓଡ଼ିଆ ନୂତନବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଅବସରରେ ଓଡିଆ ସିନେପ୍ରେମୀଙ୍କୁ ମିଳିବ ଗୋଟିଏ ବଡ ସରପ୍ରାଇଜ। ଦର୍ଶକ ରୂପେଲି ପରଦାରେ ଦେଖିବାକୁ ପାଇବେ ନୂଆ ସିନେମା "ରଙ୍ଗ ବରଷିବ ଟୁପୁରୁ ଟୁପୁରୁ"। ପାରିବାରିକ କାହାଣୀକୁ ନେଇ ଆଧାରିତ ଏହି ଫିଲ୍ମଟି ଭେଟି ଦେବାକୁ ଯାଉଛନ୍ତି  ଓଡ଼ିଆ ଟେଲି ଧାରାବାହିକ ଜଗତର  ପ୍ରଖ୍ୟାତ ନିର୍ମାତା ଜିତେନ୍ଦ୍ର ନାଥ ମହାପାତ୍ର।

ଫିଲ୍ମଟି କୌଣସି ତେଲୁଗୁ କିମ୍ବା ହିନ୍ଦୀ ଫିଲ୍ମର ରିମେକ ନୁହେଁ ବରଂ ସମ୍ପୂର୍ଣ୍ଣ ଭିନ୍ନ କାହାଣୀକୁ ନେଇ ପ୍ରସ୍ତୁତ ବୋଲି ରୋଟାରୀ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହନ୍ତି ନିଜେ ନିର୍ମାତା। ଫିଲ୍ମର ମୌଳିକ କାହାଣୀ, ରଚନା ଠାରୁ ଆରମ୍ଭ କରି ସ୍କ୍ରିନ ପ୍ଲେ,ଡାଇଲାଗ ରଚନାର ଭାର ଗ୍ରହଣ କରିଛନ୍ତି ନିଜେ ନିର୍ମାତା ଶ୍ରୀ ମହାପାତ୍ର। 

ଏହି ଫିଲ୍ମର ମୁଖ୍ୟ ଭୂମିକାରେ ବରିଷ୍ଠ ଅଭିନେତା ମିହିର ଦାସ,ଅପରାଜିତା ମହାନ୍ତି,ଅଶ୍ରୁମୋଚନ ପ୍ରମୁଖ ନଜର ଆସିବାବେଳେ ନବାଗତ ଅଭିନେତା ତାପସ ଓ ସୁଶ୍ରୀ ରଥ  ନୂଆ ଯୋଡି ଭାବେ ଦର୍ଶକଙ୍କ ସମ୍ମୁଖରେ ପଦାର୍ପଣ କରିବେ। ଏଥିରେ ଗୀତିକାର ଶୀର୍ଷାନନ୍ଦ ଦାସ କାନୁନଗୋ ଓ ଶ୍ରୀକାନ୍ତ ଗୌତମଙ୍କ ଗୀତକୁ ସଂଗୀତରେ ଅମରେନ୍ଦ୍ର ମହାନ୍ତି ସଜାଇ ଥିବାବେଳେ ଏଥିରେ କଣ୍ଠଦାନ କରିଛନ୍ତ ସତ୍ୟଜିତ,ସୁଭମ,ଶଶାଙ୍କ,ଅନ୍ତରା,ନଳିତା,ଦୀପ୍ତିରେଖା ଓ ଚମେଲି। 

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.