ETV Bharat / sitara

ଓଡିଆ ଓ ତେଲୁଗୁରେ ରିଲିଜ ହେବ ଫିଲ୍ମ ‘ପାଟଣାଗଡ’

ରିଲିଜ ହେବ ବହୁଚର୍ଚ୍ଚିତ ଫିଲ୍ମ ‘ପାଟଣାଗଡ’। ପାଟଣାଗଡର ପାର୍ସଲ ବୋମା ବିସ୍ଫୋରଣକୁ ନେଇ ଆଧାରିତ ଫିଲ୍ମ ରିଲିଜ ହେବା ନେଇ ମିଳିଲା ଗ୍ରୀନ ସିଗନାଲ ।

author img

By

Published : Jul 7, 2019, 5:21 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଅପେକ୍ଷାର ଘଟିବ ଅନ୍ତ । ଖୁବଶିଘ୍ର ରିଲିଜ ହେବାକୁ ଯାଉଛି ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ନେଇ ଆଧାରିତ ଫିଲ୍ମ ‘ପାଟଣାଗଡ’ । ତେଲୁଗୁ ଓ ଓଡିଆ ଭାଷାରେ ରିଲିଜ ହେବ ଏହି ଲୋମହର୍ଷଣକାରୀ ଫିଲ୍ମ ।

patnagarh
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ହାଇ ବଜେଟରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ଫିଲ୍ମନିର୍ମାତା ରାଜେଶ ଟଚରାଇଭର । ଆଉ ପ୍ରଯୋଜନା ଦାୟିତ୍ବରେ ଅଛନ୍ତି ଶ୍ରୀଧର ମାର୍ଥା । ତେବେ ଏପର୍ଯ୍ୟନ୍ତ ଫିଲ୍ମର ରିଲିଜ ଡେଟ ଆସିନଥିଲେ ମଧ୍ୟ ଚଳିତମାସ ଶେଷ ସୁଦ୍ଧା ଏହା ରିଲିଜ ହେବ ବୋଲି ସୁତ୍ରରୁ ପ୍ରକାଶ । ପୂର୍ବରୁ ଫିଲ୍ମର ନାମ ‘ବୁଲେଟ ରାଜା’ ରଖାଯାଇଥିଲା କିନ୍ତୁ ଅଭିନେତା ମନୋଜ ମିଶ୍ରଙ୍କ ସୁପାରିଶ କ୍ରମେ ଫିଲ୍ମର ନାମକୁ ପରେ ‘ପାଟଣାଗଡ’ ରଖାଯାଇଥିଲା, ଯାହାକି ସମସ୍ତଙ୍କ ଦ୍ବାରା ଖୁବ ପସନ୍ଦ କରାଯାଇଥିଲା ।

ଫିଲ୍ମର ମୁଖ୍ୟ ଆକର୍ଷଣ ସାଜିଛନ୍ତି ମନୋଜ ମିଶ୍ର ଓ ଅତୁଲ କୁଲକର୍ଣ୍ଣୀ । ଫିଲ୍ମରେ ଅତୁଲ ଆଇପିଏସ ଅଫିସର ଅରୁଣ ବୋଥ୍ରାଙ୍କ ଭୂମିକାରେ ନଜର ଆସୁଥିବାବେଳେ ମନୋଜ ମିଶ୍ର ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ଭୂମିକାରେ ନଜର ଆସିବେ । ତେବେ ଫିଲ୍ମର ପୋଷ୍ଟରଠାରୁ ନେଇ ଟ୍ରେଲର ପର୍ଯ୍ୟନ୍ତ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିବାବେଳେ ଫିଲ୍ମଟି ଓଡିଆ ଫିଲ୍ମ ଜଗତରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଶା ରଖିଛନ୍ତି ନିର୍ମାତା ତଥା ପ୍ରଶଂସକ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.