ETV Bharat / sitara

ଗୋଆ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ଓଡିଆ ଚଳଚ୍ଚିତ୍ର ’କାଲିର ଅତୀତ’ - ଗୋଆ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ଓଡିଆ ଚଳଚ୍ଚିତ୍ର

ଜାତୀୟ ସ୍ତରରେ ପ୍ରଦର୍ଶିତ ହେବ ଓଡିଆ ଚଳଚ୍ଚିତ୍ର ’କାଲିର ଅତୀତ’ । ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ଫିଲ୍ମ କାଲିର ଅତୀତକୁ ଗୋଆ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ କରାଯିବ । ଅଧିକ ପଢନ୍ତୁ...

ଗୋଆ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ଓଡିଆ ଚଳଚ୍ଚିତ୍ର ’କାଲିର ଅତୀତ’

author img

By

Published : Dec 19, 2020, 8:58 PM IST

Updated : Dec 19, 2020, 9:13 PM IST

ଭୁବନେଶ୍ବର: ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ଓଡିଆ ଚଳଚ୍ଚିତ୍ର ‘କାଲିର ଅତୀତ’ । ଗୋଆରେ ଅନୁଷ୍ଠିତ ହେବାକୁ ଥିବା 51 ତମ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ‘କାଲିର ଅତୀତ’କୁ ମନୋନୀତ କରାଯାଇଛି । ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ନୀଳ ମାଧବ ପଣ୍ଡା । 23ଟି ଫିଚର ଫିଲ୍ମ ମଧ୍ୟରେ ଓଡିଆ କାଲିର ଅତୀତ ସାମିଲ ହୋଇଥିବାରୁ ନିର୍ଦ୍ଦେଶକ ନୀଳମାଧବ ଟ୍ବିଟ କରି ସୂଚନା ଦେଇଛନ୍ତି ।

ଗୋଆ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ଓଡିଆ ଚଳଚ୍ଚିତ୍ର ’କାଲିର ଅତୀତ’
ଗୋଆ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ଓଡିଆ ଚଳଚ୍ଚିତ୍ର ’କାଲିର ଅତୀତ’

ଏହି ଫିଲ୍ମ ଫେଷ୍ଟିଭାଲରେ ମୋଟ 23ଟି ଫିଚର ଫିଲ୍ମ ଓ 20 ଟି ନନ ଫିଚର ଫିଲ୍ମ ପ୍ରଦର୍ଶିତ ହେବା ନେଇ ଏକ ତାଲିକା ଜାରି କରିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡକର । ଜାଭେଡକରଙ୍କ ଟ୍ବିଟ କରି ସୂଚନା ଦେଇଥିବାବେଳେ ଏହାକୁ ରିଟ୍ବିଟ କରିଛନ୍ତି ନୀଳମାଧବ ପଣ୍ଡା । ସମ୍ମାନଜନକ ଫିଲ୍ମ ଫେଷ୍ଟିଭାଲରେ ତାଙ୍କ ଫିଲ୍ମ ତଥା ଓଡିଆ ଚଳଚ୍ଚିତ୍ର କାଲିର ଅତୀତ ରହିଥିବାରୁ ସେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 19, 2020, 9:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.