ETV Bharat / sitara

ଓଡ଼ିଆ ଆଲବମ ‘ଫେରିଛି ପୁଣି ସେ ଗୀତ’ ରିଲିଜ - ‘ଫେରିଛି ପୁଣି ସେ ଗୀତ’

ଭୁବନେଶ୍ବରର ଜୟଦେବ ଭବନରେ ରିଲିଜ ହୋଇଛି ଓଡ଼ିଆ ଆଲବମ ‘ଫେରିଛି ପୁଣି ସେ ଗୀତ’।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Sep 20, 2019, 11:37 AM IST

ଭୁବନେଶ୍ବର: ସ୍ଥାନୀୟ ଜୟଦେବ ଭବନରେ ରିଲିଜ ହୋଇଛି ଓଡିଆ ଆଲବମ ‘ଫେରିଛି ପୁଣି ସେ ଗୀତ’। ସୁମିତ୍ରା ଫାଉଣ୍ଡେସନ ପକ୍ଷରୁ ଏହି ଆଲବମକୁ ରେକଡ଼ିଂ କରାଯାଇଥିବା ବେଳେ ସ୍ବର ସଂଯୋଜନା କରିଛନ୍ତି ଲଷ୍ମୀ ନାରାୟଣ ମହାନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏଥିରି କଣ୍ଠଦାନ କରିଛନ୍ତି ଓଲିଉଡ଼ର ଜଣାଶୁଣା ଗାୟିକା ଇରା ମହାନ୍ତି, ଶଶାଙ୍କ ଶେଖର, କ୍ଷୀତି ପ୍ରକାଶ ମହାପାତ୍ର, ଛନ୍ଦା ମିଶ୍ର, ସ୍ବରାଜ ମହାନ୍ତି, ରଶ୍ମିତା ବିଶ୍ବାଳ, ଲୋରା ମହାନ୍ତି ଓ ଅର୍ଣ୍ଣବ ପଣ୍ଡା। ଆଲବମ ରିଲିଜ ବେଳେ ରାଜ୍ୟ ସଂସ୍କୃତି ବିଭାଗର ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଶିକ୍ଷାବିତ ରାଜକିଶୋର ମିଶ୍ର ପ୍ରମୁଖ ଯୋଗଦେଇ ଥିଲେ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ରିଲିଜ ହେଲା ଓଡ଼ିଆ ଆଲବମ ଗୀତ ଫେରିଛି ପୁଣି ସେ ଗୀତ।

ଆଜି ଭୁବନେଶ୍ୱର ସ୍ତିତ ଜୟଦେବ ଭବନ ରେ ରିଲିଜ ହୋଇଛି ପଡିଆ ଆଲବମ ଗୀତ "ଫେରିଛି ପୁଣି ସେ ଗୀତ । " ସୁମିତ୍ରା ଫାଉଣ୍ଡେସନ ତରଫ ରୁ ଏହି ଆଲବମ କୁ ରେକଡ଼ିଂ କରାଯାଇଥିବା ବେଳେ ସ୍ୱର ସଂଯେଜନା କରିଛନ୍ତି ଲଷ୍ମୀ ନାରାୟଣ ମହାନ୍ତି। ଅନ୍ୟ ପଟେ କଣ୍ଠଦାନ କରିଛନ୍ତି ଓଲିଓଡ଼ ର ଜଣାଶୁଣା ଗାୟିକା ଇରା ମହାନ୍ତି, ଶଶାଙ୍କ ଶେଖର, କ୍ଷତି ପ୍ରକାଶ ମହାପାତ୍ର, ଛନ୍ଦା ମିଶ୍ର,ସ୍ୱରାଜ ମହାନ୍ତି, ରଶ୍ମିତା ବିଶ୍ବାଳ, ଲୋରା ମହାନ୍ତି, ଅର୍ଣ୍ଣବ ପଣ୍ଡା। ଆଜି ଏହି ଆଲବମ ର ରିଲିଜ ହୋଇଥିବା ବେଳେ ରାଜ୍ୟ ସଂସ୍କୃତି ବିଭାଗ ର ଶାସନ ସଚିବ ଶ୍ରୀ ମନେରଞ୍ଜମ ପାଣିଗ୍ରାହୀ, ଶିକ୍ଷ।ବିତ ରାଜକିଶୋର ମିଶ ପ୍ରମୁଖ ଯୋଗଦେଇ ଥିଲେ।Body:ରିଲିଜ ହେଲା ଓଡ଼ିଆ ଆଲବମ ଗୀତ ଫେରିଛି ପୁଣି ସେ ଗୀତ।

ଆଜି ଭୁବନେଶ୍ୱର ସ୍ତିତ ଜୟଦେବ ଭବନ ରେ ରିଲିଜ ହୋଇଛି ପଡିଆ ଆଲବମ ଗୀତ "ଫେରିଛି ପୁଣି ସେ ଗୀତ । " ସୁମିତ୍ରା ଫାଉଣ୍ଡେସନ ତରଫ ରୁ ଏହି ଆଲବମ କୁ ରେକଡ଼ିଂ କରାଯାଇଥିବା ବେଳେ ସ୍ୱର ସଂଯେଜନା କରିଛନ୍ତି ଲଷ୍ମୀ ନାରାୟଣ ମହାନ୍ତି। ଅନ୍ୟ ପଟେ କଣ୍ଠଦାନ କରିଛନ୍ତି ଓଲିଓଡ଼ ର ଜଣାଶୁଣା ଗାୟିକା ଇରା ମହାନ୍ତି, ଶଶାଙ୍କ ଶେଖର, କ୍ଷତି ପ୍ରକାଶ ମହାପାତ୍ର, ଛନ୍ଦା ମିଶ୍ର,ସ୍ୱରାଜ ମହାନ୍ତି, ରଶ୍ମିତା ବିଶ୍ବାଳ, ଲୋରା ମହାନ୍ତି, ଅର୍ଣ୍ଣବ ପଣ୍ଡା। ଆଜି ଏହି ଆଲବମ ର ରିଲିଜ ହୋଇଥିବା ବେଳେ ରାଜ୍ୟ ସଂସ୍କୃତି ବିଭାଗ ର ଶାସନ ସଚିବ ଶ୍ରୀ ମନେରଞ୍ଜମ ପାଣିଗ୍ରାହୀ, ଶିକ୍ଷ।ବିତ ରାଜକିଶୋର ମିଶ ପ୍ରମୁଖ ଯୋଗଦେଇ ଥିଲେ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.