ETV Bharat / sitara

ମଞ୍ଚସ୍ଥ ହେଲା ନାଟକ ‘କ୍ଷତିପୂରଣ’ - ଭୀଷ୍ମ ସାହାଣୀ

ଆୟୋଜିତ ହୋଇଯାଇଛି ଚର୍ଚ୍ଚିତ ନାଟକ ‘କ୍ଷତିପୂରଣ’ । ଯାହାର ନିର୍ଦ୍ଦେଶନା ଦେବଦତ୍ତ ପତି କରିଥିବା ବେଳେ କାହାଣୀ ଲେଖିଛନ୍ତି ଭୀଷ୍ମ ସାହାଣୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Sep 7, 2019, 7:38 AM IST

ଭୁବନେଶ୍ବର: ଦଙ୍ଗା ଉପରେ ଦଙ୍ଗା କିଭଳି ହେବ ‘କ୍ଷତିପୂରଣ’ । ଏଭଳି କିଛି ବାସ୍ତବିକତାକୁ ନେଇ ମଞ୍ଚସ୍ତ ହେଲା ନାଟକ ‘କ୍ଷତିପୂରଣ’ । କେମତି ଗାଁ ଗାଁ ମଧ୍ୟରେ ବିଭିନ୍ନ କାରଣରୁ ନେଇ ଧଙ୍ଗା ହୋଇଥାଏ ତାହା ନେଇ ପର୍ଯ୍ୟବେଷିତ ‘କ୍ଷତିପୂରଣ’ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୀଷ୍ମ ସାହାଣୀଙ୍କ ନାଟକ ‘କ୍ଷତି ପୁରଣ’ ଶୁକ୍ରବାର ଭୁବନେଶ୍ବର ସ୍ଥିତ ଭଞ୍ଜକଳା ମଣ୍ଡପରେ ପରିବେଷଣ ହୋଇଯାଇଛି । ଏହି ନାଟକର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଦେବଦତ୍ତ ପତି ।

ଏହି ନାଟକରେ ରାଜନୀତିର ଝଲକ ମଧ୍ୟ ଦେଖିବାକୁ ମିଳିଛି । କେମିତି ନିର୍ବାଚନ ସମୟରେ ସରକାର ଯୋଜନା ଉପରେ ଯୋଜନା କରିବାକୁ ପ୍ରତିଶୃତି ଦିଅନ୍ତି । ଆଉ ନିର୍ବାଚନରେ ଜିତିବା ପରେ ସବୁ ପ୍ରତିଶୃତି କେବଳ ପ୍ରତିଶୃତିରେ ରହିଯାଇଥାଏ । ଯାହା ପାଇଁ ନିରୀହ ଜନତାଙ୍କ ବଳିପଡିଥାଏ ଏମିତି କିଛି କାହାଣୀକୁ ‘କ୍ଷତିପୂରଣ’ରେ ଦେଖିବାକୁ ପାଇଛନ୍ତି ଦର୍ଶକ ।

ଭୁବନେଶ୍ବରରୁ ଶତରୂପା ସମାନ୍ତରାୟ, ଇଟିଭି ଭାରତ

Intro:ଦଙ୍ଗା ଉପରେ ଦଙ୍ଗା କିଭଳି ହେବ କ୍ଷତିପୁରଣ । ଅଭଳି କିଛି ବାସ୍ତବିକତା କୁ ନେଇ ମଞ୍ଚସ୍ତ ହେଲା ନାଟକ କ୍ଷତି ପୁରଣ। କେମିତି ଦଙ୍ଗା ଆସେ ଆଉ କିଛି ସମୟ ର ବ୍ୟବଧାନ ପରେ ସବୁ ଧୀରେ ଧୀରେ ଗାଁ ବାସିନ୍ଦା ଙ୍କ ଅଣ୍ଟା ସଲଖି ଥାଏ ଆଉ ତା ପାରେ ପୁଣି ମାଡି ଆସେ ଆଉ ଏକ ଦଙ୍ଗା। ଅନ୍ୟ ପଟେ ନିର୍ବାଚନ କୁ ଆଖି ଆଗରେ ରଖି ସରକାର ଢାଳି ଦିଅନ୍ତି ଯୋଜନା ଉପରେ ଯୋଜନା । ଆଉ ଏହି ଯୋଜନା କୁ ନିଜର କରି ଗରିବ ତା ଗରିବପଣ ରୁ ମୁକ୍ତି ପାଇବ ଭାବି ଧନୀ ଆହୁରି ଧାନୀ, ଛେଟ ଅପରାଧୀ ଟିଏ ବଡ଼ ଗୁଣ୍ଡା ପାଲଟି ଯାଏ ଆଉ ପରିଶେଷ ରେ ଗରିବ ଯେଉଁଠି ଥିଲା ସେଠି ଥାଏ ତାହା ହିଁ ଥିଲା ଭୀଷ୍ମଷ।ହାଣୀ ଙ୍କ ନାଟକ କ୍ଷତିପୁରଣ ର ମୁଖ୍ୟ ସାରାଂଶ। ଆଜି ଭୁବନେଶ୍ୱର ସ୍ତିତ ଭଞ୍ଜକଳା ମଣ୍ଡପରେ ଏହା ପରିବେଷଣ ହୋଇଥିଲା। ନାଟକ କୁ ନିଦେଶନା ଦେଇ ଥିଲେ ଦେବଦତ୍ତ ପତି ।
Body:ଦଙ୍ଗା ଉପରେ ଦଙ୍ଗା କିଭଳି ହେବ କ୍ଷତିପୁରଣ । ଅଭଳି କିଛି ବାସ୍ତବିକତା କୁ ନେଇ ମଞ୍ଚସ୍ତ ହେଲା ନାଟକ କ୍ଷତି ପୁରଣ। କେମିତି ଦଙ୍ଗା ଆସେ ଆଉ କିଛି ସମୟ ର ବ୍ୟବଧାନ ପରେ ସବୁ ଧୀରେ ଧୀରେ ଗାଁ ବାସିନ୍ଦା ଙ୍କ ଅଣ୍ଟା ସଲଖି ଥାଏ ଆଉ ତା ପାରେ ପୁଣି ମାଡି ଆସେ ଆଉ ଏକ ଦଙ୍ଗା। ଅନ୍ୟ ପଟେ ନିର୍ବାଚନ କୁ ଆଖି ଆଗରେ ରଖି ସରକାର ଢାଳି ଦିଅନ୍ତି ଯୋଜନା ଉପରେ ଯୋଜନା । ଆଉ ଏହି ଯୋଜନା କୁ ନିଜର କରି ଗରିବ ତା ଗରିବପଣ ରୁ ମୁକ୍ତି ପାଇବ ଭାବି ଧନୀ ଆହୁରି ଧାନୀ, ଛେଟ ଅପରାଧୀ ଟିଏ ବଡ଼ ଗୁଣ୍ଡା ପାଲଟି ଯାଏ ଆଉ ପରିଶେଷ ରେ ଗରିବ ଯେଉଁଠି ଥିଲା ସେଠି ଥାଏ ତାହା ହିଁ ଥିଲା ଭୀଷ୍ମଷ।ହାଣୀ ଙ୍କ ନାଟକ କ୍ଷତିପୁରଣ ର ମୁଖ୍ୟ ସାରାଂଶ। ଆଜି ଭୁବନେଶ୍ୱର ସ୍ତିତ ଭଞ୍ଜକଳା ମଣ୍ଡପରେ ଏହା ପରିବେଷଣ ହୋଇଥିଲା। ନାଟକ କୁ ନିଦେଶନା ଦେଇ ଥିଲେ ଦେବଦତ୍ତ ପତି ।
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.