ETV Bharat / sitara

ରିଲିଜ ହେଲା ଓଡି଼ଆ କ୍ଷୁଦ୍ର ଚଳଚ୍ଚିତ୍ର 'ସାୱାରିୟା'

ଭାଲେଣ୍ଟାଇନ ଅବସରରେ ଦର୍ଶକ ଦେଖିବାକୁ ପାଇଛନ୍ତି ଏକ ଶାନଦାର ରୋଣ୍ଟିକ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ସାୱାରିୟା । ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି କୋରିଓଗ୍ରାଫର ବିଦୁ ଓ ସଙ୍ଗୀତା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Feb 15, 2019, 5:11 PM IST

ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ଭୁବନେଶ୍ୱର: 'ଭାଲେଣ୍ଟାଇନ ଡେ' ଅବସରରେ ଓଲିଫେକ୍ସ ନିବେଦିତ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର 'ସାୱରିୟା' ରିଲିଜ ହୋଇଛି । କିଛି ମାସ ପୂର୍ବରୁ ପୋଲାଣ୍ଡର ଝିଅର ପ୍ରେମ କାହାଣୀ ବହୁ ଚର୍ଚ୍ଚାରେ ଥିଲା । ଖାଲି ଏତିକି ନୁହେଁ ସୋସିଆଲ ମିଡିଆରେ ଏହି ଝିଅର ପ୍ରେମ ବାର୍ତ୍ତା ମଧ୍ୟ ଘୁରି ବୁଲିଥିଲା । ଏହି କାହାଣୀଙ୍କୁ ଆଧାର କରି ତିଆରି ହୋଇଛି ଚଳଚ୍ଚିତ୍ର ସାୱାରିୟା ।
undefined

ପୋଲାଣ୍ଡ ଝିଅର ପ୍ରେମକାହାଣୀକୁ ନେଇ ଫିଲ୍ମ ସାୱାରିଆର କାହାଣୀ ଗତିଶୀଳ । ତେବେ ପ୍ରଥମ ଦିନରେ ଏହି ସିନେମାକୁ ବେଶ ପସନ୍ଦ କରିଛନ୍ତି ସିନେପ୍ରେମୀ ।

'ସାୱାରିୟା'ରେ ମୁଖ୍ୟ ଅଭିନେତା ଭୂମିକାରେ ନଜର ଆସିଛନ୍ତି ଓଡି଼ଶାର ଜଣାଶୁଣା କୋରିଓଗ୍ରାଫର ବିଦୁ । ଅନ୍ୟପଟେ ତାଙ୍କ ଅପୋଜିଟରେ ଅଭିନୟ କରିଛନ୍ତି ଅଭିନେତ୍ରୀ ସଙ୍ଗୀତା । ଚଳଚ୍ଚିତ୍ରର ରୋମାଣ୍ଟିକ ଗୀତରେ କଣ୍ଠ ଦାନ କରିଛନ୍ତି ଲୋକପ୍ରିୟ ଗାୟିକା ଆସୀମା ପଣ୍ଡା ।

Anchor- ଆଜି  ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର  ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାମକୃପାଲ ୟାଦବ ଙ୍କ ଗସ୍ତ ରହିଛି। କଣ୍ଟାବାଞ୍ଜି ସ୍ଥିତ ଶ୍ୟାମ ଜି ମନ୍ଦିର ନିକଟ ପଡିଆ ରେ ଓବିଶି ବା ପଛୁଆ ବର୍ଗ ଙ୍କ ସମ୍ମିଳନୀ କାର୍ଯ୍ୟକ୍ରମ ରେ ଏମାନେ ଯୋଗ ଦେବେ । ତେବେ ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାର ବିଜେପି କର୍ମୀ ତଥା ପଛୁଆ ବର୍ଗର ପ୍ରତିନିଧି ମାନେ ଏଥିରେ ସାମିଲ୍ ହୋଇଛନ୍ତି । ଯାହାପାଇ କାର୍ଯ୍ୟକ୍ରମ ସ୍ଥଳୀରେ ଏବେଠୁ ଲୋକଙ୍କ ଲାଗିଥିବା ବେଳେ କେନ୍ଦ୍ର ମନ୍ତ୍ରୀ ମାନେ ଆଉ କିଛି ସମୟରେ ଏଠି ଆସି ପହଞ୍ଚିବେ ।ଏବଂ ଏଠି  ରାଜନୈତିକ ପରିବର୍ତ୍ତନ ପାଇଁ ପଛୁଆ ବର୍ଗ ର ସଦସ୍ୟ ମାନକୁ ଉଦବୋଧନ ଦେବେ । ତେବେ ବର୍ତ୍ତମାନ ଏଠି  ରାଜ୍ୟ କୃଷକ ମୋର୍ଚା ସଭାପତି ଶିବାଜୀ ମୋହାନ୍ତି , ଜିଲ୍ଲା ଉପସଭାପତି ଲଛମାନ ବାଗ , ଜିଲ୍ଲା ଯୁବା ମୋର୍ଚ୍ଚା ସଭାପତି ମନୀଷ ଅଗ୍ରୱାଲ , ଯୁବା ମୋର୍ଚ୍ଚା ଉପ ସଭାପତି ରମା କାନ୍ତ ମହାପାତ୍ର  , ରାଜ୍ୟ କାରୀକରଣୀ ସଦସ୍ୟ ରାଷ୍ଟ୍ରପତି ବେହେରା  ଓ  କେ ଭି ସିଂହଦେଓ ତଥା ପୂର୍ବତନ ସାଂସଦ ସଂଗୀତା ସିଂହ ଦେଇ ପ୍ରମୁଖ ଙ୍କ ସହ ଅନ୍ୟ ସଦସ୍ୟ ଉପସ୍ଥିତ ଅଛନ୍ତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.