ETV Bharat / sitara

କୁ ଆପରେ କଣ୍ଟ୍ରୋଭର୍ସି କୁଇନ୍, ସମସ୍ତଙ୍କୁ ଇନଷ୍ଟଲ ପାଇଁ କଲେ ଅନୁରୋଧ - Koo app

ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ କେୁ ଆପ୍ ଇନଷ୍ଟାଲ୍ କରିଛନ୍ତି। ଏହାସହ ଅନ୍ୟମାନଙ୍କୁ ଏହି ଆପ୍ ସହ ଯୋଡି ହେବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଅଧିକ ପଢନ୍ତୁ...

କୋ ଆପ୍ ରେ କଣ୍ଟ୍ରୋଭର୍ସି କୁଇନ୍
କୋ ଆପ୍ ରେ କଣ୍ଟ୍ରୋଭର୍ସି କୁଇନ୍
author img

By

Published : Feb 16, 2021, 6:49 PM IST

ନୂଆଦିଲ୍ଲୀ: କୁ ଆପରେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ୍। ଏନେଇ କଙ୍ଗନା ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି। ଏହାସହ ଅନ୍ୟମାନଙ୍କୁ ଏହି ଆପ୍ ସହ ଯୋଡି ହେବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଏହା ମୋର କୋ ଆକାଉଣ୍ଟ, ଏଥିରେ ମୋତେ ଅନୁସରଣ କରନ୍ତୁ...ଏହାସହ କଙ୍ଗନା ଅଫିସିଆଲରେ ବିଭିନ୍ନ ଚିନ୍ତାଧାରାକୁ ଦେଖନ୍ତୁ ବୋଲି କଙ୍ଗନା ଟ୍ବିଟ କରି ଲେଖିଛନ୍ତି।

  • This is my Koo account follow me here ....I want to find all my friends here DM me as and when you join💛

    Listen to interesting thoughts by kanganarofficial on Koo App - https://t.co/ioJ4gaSOP6

    — Kangana Ranaut (@KanganaTeam) February 15, 2021 " class="align-text-top noRightClick twitterSection" data=" ">

କଙ୍ଗନା ହେଉଛି ପ୍ରଥମ ସେଲିବ୍ରେଟି ଯାହାଙ୍କ କୁ ଆପରେ 29,000 ରୁ ଅଧିକ ଫଲୋଅର୍ସ ଅଛନ୍ତି। ତାଙ୍କ ବ୍ୟତୀତ ଅଭିନେତା ଅନୁପମ ଖେର, ଆଶୁତୋଷ ରାଣା, କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋୟଲ ଏବଂ ରବି ଶଙ୍କର ପ୍ରସାଦଙ୍କ ସମେତ ରାଜନେତାମାନେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୁ ଆପରେ ଯୋଗ ଦେଇଛନ୍ତି।

ସୋସିଆଲ ମିଡିଆରେ ନିଜର ବିବାଦୀୟ ମତାମତ ପାଇଁ ସର୍ବଦା କଣ୍ଟ୍ରୋଭର୍ସିରେ ରହିଥାନ୍ତି କଙ୍ଗନା। ତାଙ୍କ ଟ୍ବିଟ୍ ମଧ୍ୟ ଅନେକ ସମୟରେ ବିଭିନ୍ନ ବିବାଦ ସୃଷ୍ଟି କରିଛି। ଏହାସହ ନିୟମ ଉଲ୍ଲଂଘନ କରିବା ପାଇଁ ଟ୍ବିଟର ତାଙ୍କର 2ଟି ଟ୍ବିଟକୁ ନିକଟରେ ଡିଲିଟ୍ କରିଛି।

କଙ୍ଗନା ବର୍ତ୍ତମାନ ରଜନୀଶ ଘାଇଙ୍କ ନିର୍ଦ୍ଦେଶିତ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଧକଡ’ର ସୁଟିଂ କରୁଛନ୍ତି। ଅକ୍ଟୋବର 1, 2021 ରେ ଏହା ଏକ ଫିଲ୍ମ ରିଲିଜ୍ ପାଇଁ ଯୋଜନା କରାଯାଇଛି। ଏହି ଚଳଚ୍ଚିତ୍ରରେ ଅର୍ଜୁନ ରାମପାଲ ଏବଂ ଦିବ୍ୟ ଦତ୍ତ ପ୍ରମୁଖ ଭୂମିକାରେ ମଧ୍ୟ ଅଛନ୍ତି। ଏହାସହ ଲାଇନରେ କଙ୍ଗନା ରଣାୱତଙ୍କ ‘ଥାଲାଇଭି’ ଏବଂ ‘ତେଜସ୍’ ଚଳଚିତ୍ର ମଧ୍ୟ ଆସୁଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.