ETV Bharat / sitara

କୋରୋନା ଭାଇରସ ଆତଙ୍କ: 2 କୋଟି ଦାନ କଲେ ପୱନ କୁମାର

author img

By

Published : Mar 26, 2020, 11:56 AM IST

ଚର୍ଚ୍ଚାରେ ପବନ କଲ୍ୟାଣ। କୋରୋନା ଭାଇରସ ସଂକ୍ରମିତ ଲୋକଙ୍କୁ ସହଯୋଗର ହାତ ବଢାଇଲେ ସେ । ଟ୍ବିଟରରେ ଦେଲେ ସୂଚନା।

pawan kalyan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ହାଇଦ୍ରାବାଦ: ସାଉଥର ଫେମସ ଅଭିନେତା ତଥା ଜନ ସେନା ପାର୍ଟିର ନେତା ପବନ କଲ୍ୟାଣ ନିକଟରେ କୋରୋନା ଭାଇରସ ପାଇଁ ନିଜକୁ ଆଇସୋଲେସନରେ ରଖିଥିଲେ। ବର୍ତ୍ତମାନ ସେ ହାଇଦ୍ରାବାଦ ଘରେ ସମୟ ବିତାଉଛନ୍ତି। ଇତିମଧ୍ୟରେ ସେ କୋରୋନା ଭାଇରସରେ ସଂକ୍ରମିତ ଲୋକଙ୍କୁ ସହଯୋଗର ହାତ ବଢାଇଛନ୍ତି।

tweet-1
ଫଟୋ ସୌଜନ୍ୟ: ଟ୍ବିଟର@ପବନ କଲ୍ୟାଣ

ସେ ଦୁଇ କୋଟି ଟଙ୍କା ଦାନ କରି ଚର୍ଚ୍ଚାରେ। 1 କୋଟି ସେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦେଇଥିବା ବେଳେ ଆଉ 1 କୋଟି ସେ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି। ଏହାର ସୂଚନା ସେ ଟ୍ବିଟରରେ ଏକ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ଦେଇଛନ୍ତି। ସେ ପୋଷ୍ଟରେ ମାନିଛନ୍ତି ଯେ ଆନ୍ଧ୍ର ପ୍ରଦେଶ ଓ ତେଲେଗାନା ସରକାରଙ୍କୁ 50,50 ଲକ୍ଷ ଦେଇଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡଙ୍କୁ 1 କୋଟି ଟଙ୍କା ଦାନ କରିଛନ୍ତି।

ପ୍ରକାଶ ଥାଉକି କିଛି ଦିନ ପୂର୍ବରୁ ସାଉଥର ଲୋକପ୍ରିୟ ଅଭିନେତା ନିତିନ ମଧ୍ୟ 10 ଲକ୍ଷ ଟଙ୍କା ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ସରକାରଙ୍କୁ ଦାନ କରିଥିଲେ ଲୋକଙ୍କ ସାହାଯ୍ୟ ପାଇଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.