ETV Bharat / sitara

ଇଣ୍ଡିଆନ-2: ସେଣ୍ଟ୍ରାଲ ଜେଲରେ କମଲ ହାସନଙ୍କ ସୁଟିଂ

author img

By

Published : Sep 19, 2019, 2:45 PM IST

ଆନ୍ଧ୍ରପ୍ରଦେଶର ରାଜାମୁଣ୍ଡାରୀ ସେଣ୍ଟ୍ରାଲ ଜେଲରେ ସୁଟିଂ ପାଇଁ ଯାଇଛନ୍ତି କମଲ ହାସନ । ପ୍ରାୟ ତିନିମାସ ଧରି ସୁଟିଂ କରାଯିବ । ‘ଇଣ୍ଡିଆନ-2’ର ସୁଟିଂର ଏହା ଦ୍ବିତୀୟ ସ୍କିଡ୍ୟୁଲ୍ ।

ଫଟୋ ସୌଜନ୍ୟ: ଟ୍ବିଟର

ହାଇଦ୍ରାବାଦ: ଅଭିନେତା ତଥା ଫିଲ୍ମ ନିର୍ମାତା କମଲ ହାସନ ‘ଇଣ୍ଡିଆନ-2’ ର ସୁଟିଂ ଆରମ୍ଭ କରିଛନ୍ତି । ପ୍ରଥମେ ଚେନ୍ନାଇରେ ସୁଟିଂ ସାରି ଆନ୍ଧ୍ରପ୍ରଦେଶର ରାଜାମୁଣ୍ଡାରୀ ସେଣ୍ଟ୍ରାଲ ଜେଲରେ ପହଞ୍ଚିଛନ୍ତି କମଲ ହାସନ । ଏହାପରେ ଜେଲର କର୍ମଚାରୀ ଓ କଏଦୀଙ୍କୁ ଭେଟିବାକୁ ଆସିଥିବା ସମ୍ପର୍କୀୟମାନେ ଫଟୋ ଉଠାଇବା ପାଇଁ ଗହଳି କରିଦେଇଥିଲେ ।

indian-2
ଫଟୋ ସୌଜନ୍ୟ: ଟ୍ବିଟର

ଇଣ୍ଡିଆନ-2 ହେଉଛି ସଙ୍କରଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ଫିଲ୍ମ ଇଣ୍ଡିଆନର ସ୍ବିକେଲ । ଏହି ଫିଲ୍ମରେ କାଜଲ ଅଗ୍ରୱାଲ୍, ରାକୁଲ ପ୍ରିତ, ବିଦ୍ୟୁତ ଜାମୱାଲା, ଦିଲ୍ଲୀ ଗଣେଶ, ପ୍ରିୟା ଭବାନୀ ସଙ୍କର ଆଦି ମୁଖ୍ୟ ଚରିତ୍ରରେ ନଜର ଆସିବେ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.