ETV Bharat / sitara

ପପୁଙ୍କ ନାଁରେ ଥାନାରେ ମାମଲା

ଜେଲ ଯିବେ ପପୁ ପମପମ । ତାଙ୍କ ନାମରେ ରୁଜୁ ହେଲା ମାମଲା । ନିଶ୍ଚିତକୋଇଲି ଥାନାରେ ପପୁଙ୍କ ବିରୋଧରେ ଏଫଆଇଆର ରୁଜୁ ।

author img

By

Published : Aug 27, 2019, 9:38 PM IST

ଡିଜାଇନ ଫଟୋ

କଟକ: ଓଡ଼ିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କମେଡିଆନ ପପୁ ପମପମଙ୍କ ବିରୋଧରେ ରୁଜୁ ହେଲା ମାମଲା । ନିଶ୍ଚିତକୋଇଲି ଥାନାରେ ପପୁଙ୍କ ବିରୋଧରେ ମାମଲା ରୁଜୁ କଲେ ନିଶ୍ଚିତକୋଇଲି ନାଗରିକ ସଙ୍ଗଠନ । ରାତାରାତି ଷ୍ଟାର ପାଲଟିଥିବା ଷ୍ଟେସନ ଗାୟିକା ରାନୁ ମଣ୍ଡଳକୁ ଅପମାନ କରି ତାଙ୍କ ସମ୍ମାନକୁ ପପୁ ହାନି ପହଞ୍ଚାଇଥିବା ଅଭିଯୋଗ ଆଣିଛି ନାଗରିକ ମଞ୍ଚ। । ଏହି ସଙ୍ଗଠନର କର୍ମୀମାନେ ଥାନାରେ ଏକ ଲିଖିତ ଏତଲା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଘଟଣାର ତଦନ୍ତ କରି ପପୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛି ଏହି ସଙ୍ଗଠନ। ପ୍ରକାଶ ଥାଉକି ରାନୁ ମଣ୍ଡଳଙ୍କର ଏକ ନକଲ ଭିଡିଓ ପ୍ରସ୍ତୁତ କରି ହାସ୍ୟ ଅଭିନେତା ପପୁ ପମ ପମ ସୋସିଆଲ ମିଡିଆରେ ଛାଡ଼ି ଥିଲେ । ଯାହା ପରେ ଦେଖାଦେଇଛି ବିବାଦ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:
ପପୁ ପମ ପମ ଙ୍କ ବିରୋଧରେ ରୁଜୁହେଲା ମାମଲା।କଟକ ଜିଲ୍ଲା ନିଶ୍ଚିତକୋଇଲି ଥାନାରେ ପପୁଙ୍କ ବିରୋଧରେ ମାମଲା ରୁଜୁକଲେ ନିଶ୍ଚିତକୋଇଲି ନାଗରିକ ମଞ୍ଚ।ରାନୁ ମଣ୍ଡଳ ଙ୍କୁ ନକଲ କରି ଭିଡିଓ ଭାଇରଲ କରିବା ପ୍ରସଙ୍ଗକୁ ବିରୋଧ କରି ଥାନାରେ ମାମଲା ରୁଜୁ କରିଛି ଏହି ସଙ୍ଗଠନ।ରାନୁ ମଣ୍ଡଳକୁ ଅଶାଳୀନ ବ୍ୟବହାର କରି ତାଙ୍କ ସମ୍ମାନ ପପୁ ହାନି କରିଥିବା ଅଭିଯୋଗ କରିଛି ନିଶ୍ଚିତକୋଇଲି ନାଗରିକ ମଞ୍ଚ।ଏହି ସଙ୍ଗଠନର କର୍ମୀମାନେ ଥାନାରେ ଏକ ଲିଖିତ ଏତଲା ଦେଇଛନ୍ତି।ଘଟଣାର ତଦନ୍ତ କରି ପପୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛି ଏହି ସଙ୍ଗଠନ।ସୂଚନା ଯୋଗ୍ୟ ରାନୁ ମଣ୍ଡଳ ଙ୍କର ଏକ ନକଲ ଭିଡିଓ ପ୍ରସ୍ତୁତ କରି ହାସ୍ୟ ଅଭିନେତା ପପୁ ପମ ପମ ସୋସିଆଲ ମେଡିଆ ରେ ଛାଡ଼ି ଥିଲେ ।ଏହାକୁ ଅନେକ ବିରୋଧ କରିଛନ୍ତି।

ବାଇଟ -ଜାନକୀ କାନ୍ତ ଦାସ ( ନିଶ୍ଚିନ୍ତକୋଇଲି ନାଗରିକ ମଞ୍ଚ ଯୁବ ସଭାପତି )Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.