ETV Bharat / sitara

ପରଲୋକରେ ଗିନିଜ ରେକର୍ଡ ଅଧିକାରୀ ବିଜୟ ନିର୍ମଲା - director

ପରଲୋକରେ ତେଲୁଗୁ ଅଭିନେତ୍ରୀ ବିଜୟ ନିର୍ମଲା । 73 ବର୍ଷ ବୟସରେ ହାଇଦ୍ରାବାଦରେ ତାଙ୍କର ହୃହଘାତରେ ମୃତ୍ୟୁ ହୋଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 27, 2019, 3:47 PM IST

ହାଇଦ୍ରାବାଦ: ଅଭିନେତ୍ରୀ ତଥା ନିର୍ଦ୍ଦେଶକ ଜି ବିଜୟ ନିର୍ମଲାଙ୍କର 73 ବର୍ଷ ବୟସରେ ମୃତ୍ୟୁ ହୋଇଛି । ସେ ହାଇଦ୍ରାବାଦର କଣ୍ଟିନେନଟଲ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ସେ ନିଜ କ୍ୟାରିୟର ଅଭିନେତ୍ରୀ ଭାବରେ ଆରମ୍ଭ କରିଥିଲେ । ପରେ ସେ ନିର୍ଦ୍ଦେଶନା ଓ ପ୍ରଯୋଜନାରେ ପାଦ ଦେଇଥିଲେ ।

ସେ ପାଖାପାଖି 44ଟି ତେଲୁଗୁ ଫିଲ୍ମ ନିର୍ଦ୍ଦେଶନା ଦେଇଛନ୍ତି । 2002ରେ ପ୍ରଥମ ମହିଳା ନିର୍ଦ୍ଦେଶକ ଭାବରେ ଏତେ ସଂଖ୍ୟକ ଫିଲ୍ମ ନିର୍ଦ୍ଦେଶନା କରିଥିବାରୁ ଗିନିଜ ରେକର୍ଡରେ ସାମିଲ ହୋଇଥିଲେ । 2008ରେ ତେଲୁଗୁ ଫିଲ୍ମରେ ନିଜର ଅବଦାନ ପାଇଁ ରଘୁପତି ଭେଙ୍କାଐସ ଆୱାର୍ଡ ପାଇଥିଲେ ।

ବିଜୟ ନିର୍ମଲା ତାମିଲନାଡୁରେ ଜନ୍ମଗ୍ରହଣ କରିଥିଲେ । 7 ବର୍ଷ ବୟସରୁ ହିଁ ଅଭିନ୍ୟ ଜଗତରେ ପାଦ ଦେଇଥିଲେ । 1950ରେ ଫିଲ୍ମ ‘ମଚ୍ଚା ରେଖାଇ’ରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲ । ଏହାଛଡା ଟେଲିଭିଜନରେ ସିରିଏଲରେ ମଧ୍ୟ ଅଭିନୟ କରିଛନ୍ତି । ତାଙ୍କ ବିୟୋଗରେ ସମଗ୍ର ତେଲୁଗୁ ଇଣ୍ଡଷ୍ଟ୍ରି ଦୁଃଖରେ ଭାଙ୍ଗି ପଡିଛି ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.