ଲସ୍ ଆଞ୍ଜେଲସ୍: ଅଭିନେତ୍ରୀ ଶାରନ୍ ଷ୍ଟୋନ୍ ଙ୍କ ଭଉଣୀ କେଲିଙ୍କୁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ।
ଖବର ଅନୁଯାୟୀ, ଶାରନ୍ ଡାକ୍ତରଖାନାର ଏକ ବେଡର ଫଟୋ ପୋଷ୍ଟ କରି ତାଙ୍କ ଭଉଣୀଙ୍କ କରୋନା ପଜିଟିଭ ବିଷୟରେ ସୂଚନା ଦେଇଛନ୍ତି ।
- " class="align-text-top noRightClick twitterSection" data="
">
ଫଟୋର କ୍ୟାପସନ୍ ରେ ଶାରନ ଲେଖିଛନ୍ତି, ମୋର ଭଉଣୀ କେଲିଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଏହା ହେଉଛି ତାଙ୍କର ହସ୍ପିଟାଲ୍ ରୁମ୍ । ଦୟାକରି ଆପଣମାନେ ମାସ୍କ ପିନ୍ଧନ୍ତୁ ଏବଂ ଅନ୍ୟମାନଙ୍କୁ ମାସ୍କ ପିନ୍ଧିବାକୁ କୁହନ୍ତୁ ।
କେଲି ମିଆଁମାର ଏକ ହସ୍ପିଟାଲରେ ଅଛନ୍ତି ।
କେଲି ନିଜେ ଇନଷ୍ଟାଗ୍ରାମକୁ ଯାଇ ତାଙ୍କ ହସ୍ପିଟାଲ ବେଡ ଏକ ଭିଡିଓ ପୋଷ୍ଟ କରି ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିବାର କଥା କହିଛନ୍ତି ।