ETV Bharat / sitara

ରାଜଧାନୀରେ ଚାଲିଛି ‘ବାବୁ ଭାଇଜାନ୍’ ସୁଟିଂ - ଅଭିନେତା ଅରିନ୍ଦମ ଓ ଅଭିନେତ୍ରୀ ଶିବାନି

ରିଅଲ କାହାଣୀକୁ ନେଇ ପ୍ରସ୍ତୁତ ହେଉଛି ଓଡିଆ ଫିଲ୍ମ ‘ବାବୁ ଭାଇଜାନ’ । ରାଜଧାନୀରେ ଏନେଇ ଚାଲିଛି ସୁଟିଂ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Sep 18, 2019, 2:12 PM IST

ହାଇଦ୍ରାବାଦ: ରିଅଲ ଲାଇଫ ଷ୍ଟୋରୀକୁ ନେଇ ନିର୍ମାଣ ହେଉଛି ଫିଲ୍ମ ‘ବାବୁ ଭାଇଜାନ’ । ବାଲେଶ୍ବରର ସଫଳ ବ୍ୟବସାୟୀ ଅବଦୁଲ ଅମିନ ଖାନ ଓରଫ ବାବୁ ଙ୍କୁ ନେଇ ନିର୍ମାଣ ହେଉଛି ଫିଲ୍ମ । ବାଲେଶ୍ବରର ଇଛମଣଖୁଣ୍ଟା ଗ୍ରାମର ୁ ବିଦେଶ ଯାଏଁ ବାବୁ ଭାଇଜାନଙ୍କ ଯାତ୍ରାକୁ ଫିଲ୍ମରେ ଚିତ୍ରଣ କରାଯିବ । ନିଜ ପାଖରେ କପଡା ପିନ୍ଧିବାକୁ ନଥିବା ବେଳେ କେମିତି ନିଜେ ସଂଘର୍ଷ କରି ପାଞ୍ଚଟି ଦେଶକୁ ବର୍ତ୍ତମାନ କପଡା ବିକ୍ରି ପାଇଁ ପଠାଉଛନ୍ତି, ତାହା ହିଁ କାହାଣୀର ବୈଶିଷ୍ଠ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ବୁଧବାର ରାଜଧାନୀରେ ଏହାର ରୋମାଣ୍ଟିକ ସିନ୍ ସୁଟିଂ କରାଯାଇଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତା ଅରିନ୍ଦମ ଓ ଅଭିନେତ୍ରୀ ଶିବାନି । ଅନ୍ୟପଟେ ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ସନ୍ତୋଷ ନାରାୟଣ ଦାସ ଓ ନିର୍ଦ୍ଦେଶନା କରିଛନ୍ତି ତାପସ ସରଗରିଆ । ମ୍ୟୁଜିକ ଦେଇଛନ୍ତି ମଳୟ ମିଶ୍ର ଓ କଣ୍ଠଦାନ କରିଛନ୍ତି ବଲିଉଡ ଗାୟକ ସାନ୍, ଅଭିଜିତ, ଇରା ମହାନ୍ତି ଓ ସଂଗ୍ରାମ । ଅନ୍ୟପକ୍ଷେ ବବି ମିଶ୍ର, ମିହିର ଦାସ, ଶ୍ରୀତମ ଆଦି ନଜର ଆସିବେ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ରାଜଧାନୀ ରେ ଚାଲିଛି ଫିଲ୍ମ ବାବୁଭାଇ ଜାନ ର ଜୋରଦାର ସୁଟିଂ।

ରିୟଲ ଲାଇଫ ଷ୍ଟୋରୀ ଉପରେ ତିଆରି ହେବ ଓଡ଼ିଆ ଫିଲ୍ମ ଭାଇଜାନ
ବାଲେଶ୍ବର ଜିଲ୍ଲା ର ଏକ ଆଜଣା ଗାଁ ଲଛମଣଖୁଣ୍ଟା ଅବଦୁଲ ଅମିନ ଖାନ ଓରଫ ବାବୁ। ଯିଏ ଦିନ ଥିଲା ନିଜେ ପିନ୍ଧିବା ପାଇଁ କପଡା ନ ଥିବା ବେଳେ ଏବେ ସେ ପାଞ୍ଚ ଟି ଦେଶ କୁ ନିଜସ୍ୱ କପଡା ଦେଇ ଏକ ସଫଳ ବ୍ୟବସାୟୀ ହୋଇ ପାରିଛନ୍ତି। ତାଙ୍କରି ଜୀବନ ର ସଂଘର୍ଷ ର କାହାଣୀ କୁ ନେଇ ଫିଲ୍ମ ତିଆରି ହେଉଛି ଯାହାର ନାଁ ରହିଛି ବାବୁ ଭାଇଜାନ। ଆଜି ଏହାର ଫାଇଟିଙ୍ଗ ସହ ଗୀତ ଶୁଟିଂ ଭୁବନେଶ୍ୱର ହୋଇ ଥିବା ବେଳେ ଚଳଚ୍ଚିତ୍ର ର ମୁଖ୍ୟ ଚରିତ୍ର ରେ ନଜର ଆସିବେ ଅଭିନେତା ଆରିନ୍ଧମ। ଅନ୍ୟ ପଟେ ଚଳଚ୍ଚିତ୍ର ର ପ୍ରଜେଜନା କରିଛନ୍ତି ସନ୍ତେଷ ନାରାୟଣ ଦାସ, ନିଦେଶନା କରିଛନ୍ତି ତାପସ ସରଗରିଆ। ମ୍ୟୁଜିକ ଦାଇତ୍ୱ ରେ ମଳୟ ମିଶ୍ର, କଣ୍ଠଦାନ କରିଛନ୍ତି ବଲିଉଡ ଗାୟକ ଶାନ, ଓ ଅଭିଜିତ।ଇରା ମହାନ୍ତି, ଓ ସଂଗ୍ରାମ।ଅନ୍ୟ ପଟେ ଓଲିଉଡ ର ଜଣାଶୁଣା ଅଭିନେତ୍ରୀ ଶିବାନି ଏହି ଚଳଚ୍ଚିତ୍ର ର ମୁଖ୍ୟ ନାୟିକା ଭାବରେ ନଜର ଆସିବେ। ଏହା ସହ ବବି ମିଶ୍ର, ମିହିର ଦାସ, ଶ୍ରିତମ ଓ ଅନ୍ୟାନ୍ୟ ମାନେ।

Body:ରାଜଧାନୀ ରେ ଚାଲିଛି ଫିଲ୍ମ ବାବୁଭାଇ ଜାନ ର ଜୋରଦାର ସୁଟିଂ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.