ETV Bharat / sitara

ବେଦୀରେ 8 ଫେରା ନେଲେ ବବିତା, ଜାଣନ୍ତୁ କାହିଁକି - vivek-suhag

ବନ୍ଧନରେ ବାନ୍ଧି ହେଲେ ଦଙ୍ଗଲ ଗାର୍ଲ ବବିତା ପୋର୍ଗାଟ। ସେ ଭାରତୀୟ ରେସଲର ବିବେକ ସୁହାଗଙ୍କୁ ବିବାହ କରିଛନ୍ତି। ଅଧିକ ଖବର ପଢନ୍ତୁ...

babita phogat marriage
ବେଦୀରେ 8 ଫେରା ନେଲେ ବବିତା ,ଜାଣନ୍ତୁ କାହିଁକି
author img

By

Published : Dec 3, 2019, 7:22 PM IST

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେଲେ ଦଙ୍ଗଲ ଗାର୍ଲ ବବିତା ପୋର୍ଗାଟ। ସେ ଭାରତୀୟ ରେସଲର ବିବେକ ସୁହାଗଙ୍କୁ ବିବାହ କରିଛନ୍ତି। ତେବେ ଭାରତୀୟ ପରମ୍ଫରା ଅନୁଯାୟୀ ବିବାହ ସମୟରେ ବର ଓ କନ୍ୟା ସାତ ଜନ୍ମ ପାଇଁ ବନ୍ଧନରେ ବାନ୍ଧି ହେବାସହ ଅଗ୍ନିକୁ ସାଖୀ ରଖି ସାତଫେରା ନେଇଥାନ୍ତି। ହେଲେ ଏହି ସେଲିବ୍ରେଟି କପଲଙ୍କ ବିବାହରେ ଭିନ୍ନ କିଛି ପରିଲକ୍ଷିତ ହୋଇଛି। ଏହି ନବବିବାହିତ ଦମ୍ପତି ବିବାହ ବେଦିରେ 8 ଫେରା ନେଇଛନ୍ତି। ସର୍ବଶେଷ ଫେରାଟିରେ ସମାଜକୁ 'ବେଟି ବଚାଓ ବେଟି ପଢାଓ'ର ବାର୍ତ୍ତା ଦେଇଛନ୍ତି।

ଏହି ୱେଡିଂ ପାର୍ଟିରେ ବହୁ ବିଦେଶୀ ରେସଲର ଉପସ୍ଥିତ ଥିଲେ। ତେବେ ବହୁ ସରଳ ଓ ନିରାଡମ୍ବର ଭାବେ ଗାଁରେ ବିବାହ କରାଯାଇଥିଲା। ବିନା ଯାନି ଯୌତୁକ ଓ ହିନ୍ଦୁ ରୀତିନୀତି ଅନୁସାରେ ଏହି ବିବାହ ସମ୍ପନ୍ନ ହେବା ସହ ଉପସ୍ଥିତ ଅତିଥି ବରକନ୍ୟାକୁ ଆର୍ଶିବାଦ ଦେଇଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.