ETV Bharat / sitara

ହସ୍ପିଟାଲରୁ ଡିସଚାର୍ଜ ହେଲେ ତମନ୍ନା, ଫ୍ୟାନ୍ସଙ୍କୁ କଲେ ଭର୍ଚୁଆଲ ଆଲିଙ୍ଗନ

author img

By

Published : Oct 5, 2020, 8:42 PM IST

କୋରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଚୁଲବୁଲି ନାୟିକା ତମନ୍ନା ଭାଟିୟା । ନିଜ ପ୍ରସଂଶକମାନଙ୍କ ଭଲପାଇବା ଓ ସ୍ନେହ ପାଇଁ ସେମାନଙ୍କୁ ଭର୍ଚୁଆଲ ଆଲିଙ୍ଗନ କରିଛନ୍ତି ତମନ୍ନା । ଅଧିକ ପଢନ୍ତୁ...

ହସ୍ପିଟାଲରୁ ଡିସଚାର୍ଜ ହେଲେ ତମନ୍ନା, ଫ୍ୟାନ୍ସଙ୍କୁ କଲେ ଭର୍ଚୁଆଲ ଆଲିଙ୍ଗନ
ହସ୍ପିଟାଲରୁ ଡିସଚାର୍ଜ ହେଲେ ତମନ୍ନା, ଫ୍ୟାନ୍ସଙ୍କୁ କଲେ ଭର୍ଚୁଆଲ ଆଲିଙ୍ଗନ

ହାଇଦ୍ରାବାଦ: ଦେଶରେ ବଢିଚାଲିଛି ମହାମାରୀ କୋରୋନା ସଂକ୍ରମଣ । ଜନସାଧରଣଙ୍କ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ଓ ଅଭିନେତା-ଅଭିନେତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତ କୋରୋନା କବଳରେ । ଏପରିସ୍ଥିତିରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଚୁଲବୁଲି ନାୟିକା ତମନ୍ନା ଭାଟିୟା କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ବର୍ତ୍ତମାନ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇସାରିଥିବା ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି ତମନ୍ନା ।

ଅଭିନେତ୍ରୀ ଟ୍ବିଟର ହ୍ୟାଣ୍ଡଲରେ ନିଜ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଏକ ଚିଠି ଜାରି କରିଛନ୍ତି । ଏଥିରେ ଅଭିନେତ୍ରୀ ଲେଖିଛନ୍ତି, ଦୁର୍ଭାଗ୍ୟପୂର୍ଣ୍ଣ ଭାବରେ ମୁଁ ଗତ ସପ୍ତାହରେ ଜ୍ବରରେ ଆକ୍ରାନ୍ତ ହୋଇଥିଲି । ଏହାପରେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲି । ଏନେଇ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ବୋଲି କହିଛନ୍ତି ତମନ୍ନା । ତେବେ ଆଗାମୀ କିଛି ଦିନ ମଧ୍ୟରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି ।

ଅନ୍ୟପକ୍ଷେ ନିଜ ପ୍ରସଂଶକମାନଙ୍କ ଭଲପାଇବା ଓ ସ୍ନେହ ପାଇଁ ସେମାନଙ୍କୁ ଭର୍ଚୁଆଲ ଆଲିଙ୍ଗନ କରିଛନ୍ତି ତମନ୍ନା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.