ETV Bharat / sitara

ଶାଶୁଘରେ ପ୍ରଥମ ଦୁର୍ଗା ପୂଜା ପାଳିଲେ ନୁସରତ - ନବରାତ୍ରିଙ୍କ ଶୁଭେଚ୍ଛା ଜଣାଇଲେ ନୁସରତ

ବର୍ତ୍ତମାନ ମା' ଦୁର୍ଗାଙ୍କ ପୂଜାଅର୍ଚ୍ଚନାରେ ବ୍ୟସ୍ତ ଦେଶବାସୀ । ମା'ଙ୍କ ଆସ୍ଥାରୁ ବର୍ତ୍ତିପାରିନାହାଁନ୍ତି ସେଲିବ୍ରିଟି । ଫେମସ ଅଭିନେତ୍ରୀ ନୁସରତ ଜହାମଧ୍ୟ ଖୁବ୍ ଧୁମଧାମରେ ମା' ଦୁର୍ଗାଙ୍କୁ ପୂଜା କରିଛନ୍ତି । ତାଙ୍କ ଦୁର୍ଗା ପୂଜାର ଅନେକ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନୁସରତ ଜହାଂ
author img

By

Published : Oct 7, 2019, 1:43 PM IST

ମୁମ୍ବାଇ: ବଙ୍ଗୀୟ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜାହାଁ ସବୁବେଳେ ରାଜନୀତି ଏବଂ ଫିଲ୍ମ ଲାଇଫ ଠାରୁ ଅଧିକ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି । ତାଙ୍କ ଆକାଶ ଛୁଆଁ ଫ୍ୟାନ୍ସ ସବୁବେଳେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ପ୍ରାୟତଃ ବ୍ୟାକୁଳ ଥାଆନ୍ତି । ସେ ମଧ୍ୟ ଫ୍ୟାନ୍ସଙ୍କ ପାଇଁ ସୋସିଆଲ ମିଡିଆରେ ଅନେକ ଭିଡିଓ, ଫଟୋ ସେୟାର କରି ନିଜ ଲାଇଫ ବିଷୟରେ ଅନେକ କଥା ସେୟାର କରନ୍ତି ।

ବିବାହ ପରେ ଶାଶୁଘରେ ନୁସରତଙ୍କ ପ୍ରଥମ ଦୂର୍ଗା ପୂଜା । ଯାହାର ଅନେକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଦେଖିବାକୁ ମିଳୁଛି । ଫଟୋରେ ସେ ସ୍ବାମୀ ନିଖିଲ ଜୈନଙ୍କ ସହ ପୂଜା କରୁଥିବାର ନଜର ଆସୁଛନ୍ତି । ଫ୍ୟାନ୍ସଙ୍କୁ ନବରାତ୍ରିଙ୍କ ଶୁଭେଚ୍ଛା ଜଣାଇ ସେ ସ୍ବାମୀଙ୍କ ସହ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି ।

ଟ୍ବିଟରରେ ମଧ୍ୟ ନୁସରତଙ୍କ ଅନେକ ଫଟୋ ଟ୍ରେଣ୍ଡ କରୁଛି । ଫଟୋରେ ନୁସରତ ମା' ଦୁର୍ଗାଙ୍କ ସାମ୍ନାରେ ହାତ ଯୋଡି ଠିଆ ହୋଇଥିବା ଦେଖାଯାଉଛନ୍ତି । ପ୍ରକାଶ ଥାଉକି ଏବର୍ଷ ଜୁନରେ ନୁସରତ, ନିଖିଲଙ୍କୁ ବିବାହ କରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.