ETV Bharat / sitara

‘ପାନିପତ’ରେ ଜିନତ ଅମନଙ୍କ କେମିଓ

ଖୁବ ଶୀଘ୍ର ଜିନତ ଅମନଙ୍କୁ ପରଦା ଉପରେ ଦେଖିବାକୁ ମିଳିବ । ଫିଲ୍ମ ‘ପାନିପତ’ରେ କେମିଓ କରିବେ ଜିନତ । ଜିନତ ଫିଲ୍ମରେ ସାକିନା ବେଗମଙ୍କ ଚରିତ୍ରରେ ଅଭିନୟ କରିବେ ।

author img

By

Published : Jun 17, 2019, 3:37 PM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ଅଭିନେତ୍ରୀ ଜିନତ ଅମନ ଖୁବ ଶୀଘ୍ର ଆଶୁତୋଷ ଗୱାରିକରଙ୍କ ଫିଲ୍ମ ‘ପାନିପତ’ରେ କେମିଓ କରିବେ । ଫିଲ୍ମରେ ଜିନତଙ୍କ ସ୍ପେଶାଲ ଗେଷ୍ଟ ଆପିଅରାନ୍ସ ରିହିଛି । ଜିନତ ଫିଲ୍ମରେ ସାକିନା ବେଗମଙ୍କ ଚରିତ୍ରରେ ଅଭିନୟ କରିବେ । ସାକିନା ପାନିପତର ତୃତୀୟ ଲଢେଇ ସମୟରେ ଗୁରୁତ୍ବପୂର୍ଣ୍ଣ ଭୁମିକା ନିର୍ବାହ କରିଥିଲେ ।

ଏନେଇ ଆଶୁତୋଷ କହିଥିଲେ କି ଜିନତଙ୍କୁ ଫିଲ୍ମରେ ନେବା ତାଙ୍କ ପାଇଁ ଗର୍ବର ବିଷୟ । ଜିନତଙ୍କ ଅଧିକାଂଶ ଫିଲ୍ମ ଖୁବ ପସନ୍ଦ ଲାଗେ ଓ ଜିନତଙ୍କ କାମକୁ ବେଶ ପ୍ରଶଂସା କରନ୍ତି ଆଶୁତୋଷ । କିଛି 1989ରେ ଫିଲ୍ମ ‘ଗୱାହି’ରେ ଜିନତଙ୍କ ସହ ଅଭିନୟ କରିଥିଲେ ଆଶୁତୋଷ ଗୋୱାରିକର ।

ତେବେ ଅଳ୍ପ କିଛିଦିନ ପରେ ଜିନତ ଫିଲ୍ମ ପାଇଁ କାମ ଆରମ୍ଭ କରିବେ । ଫିଲ୍ମ ‘ପାନିପତ’ ତୃତୀୟ ପାନିପତ ଲଢେଇ ଉପରେ ଆଧାରିତ । ଫିଲ୍ମରେ ସଞ୍ଜୟ ଦତ୍ତ, ଅର୍ଜୁନ କପୁର, କୃତି ସାନନ ମୁଖ୍ୟ ଭୁମିକାରେ ନଜର ଆସିବେ । ଫିଲ୍ମର ପ୍ରଯୋଜନା କରିବେ ସୁନୀତା ଗୋୱାରିକର । ଫିଲ୍ମଟି ଡିସେମ୍ବର 6ରେ ରିଲିଜ ହେବାର ଅଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.