ETV Bharat / sitara

ଆସିଲା କ୍ରାଇମ ଥ୍ରିଲର 'ଅଭୟ ୨'ର ପ୍ରୋମୋ - zee5 releases first promo

ଓଟିଟି ପ୍ଲେୟାର ଜି 5 କ୍ରାଇମ ଥ୍ରୀଲର 'ଅଭୟ ୨'ର ଏକ ପ୍ରୋମୋ ଭିଡିଓ ମୁକ୍ତିଲାଭ କରିଛି । ଏହି ସିରିଜରେ ଦମଦାର ଅଭିନୟରେ କୁନାଲ ଖେମୁ ଅଭିନୟ କରିଛନ୍ତି । ଆହୁରି ପଢନ୍ତୁ...

zee5 releases first promo of kunal khemu  starrer abhay 2
କ୍ରାଇମ ଥ୍ରୀଲର 'ଅଭୟ ୨'ର ପ୍ରୋମୋ ରିଲିଜ, ଦମଦାର ଅଭିନୟରେ କୁନାଲ ଖେମୁ
author img

By

Published : Apr 16, 2020, 9:58 AM IST

ମୁମ୍ବାଇ: ଓଟିଟି ପ୍ଲେୟାର ଜି 5 କ୍ରାଇମ ଥ୍ରୀଲର 'ଅଭୟ ୨'ର ଏକ ପ୍ରୋମୋ ଭିଡିଓ ମୁକ୍ତିଲାଭ କରିଛି । ଏହି ସିରିଜରେ ଅଭୟ ପ୍ରତାପ ସିଂଙ୍କ ଭୂମିକାରେ ଅଭିନୟ କରୁଛନ୍ତି ଅଭିନେତା କୁନାଲ ଖେମୁ । ଏହି ସିରିଜରେ ଦମଦାର ଅଭିନୟରେ କୁନାଲ ଖେମୁ ଅଭିନୟ କରିଛନ୍ତି ।

ଏହି ସିରିଜରେ କୁନାଲ, ଯିଏ କି ଅପରାଧିଙ୍କ ମାନସିକତାକୁ ବିଝିବାରେ ବିଶେଷଜ୍ଞ କରିଛନ୍ତି । କିନ୍ତୁ ଶେଷରେ ଏଥିରେ ବିଜୟ କେବଳ ଅଭୟ ପ୍ରତାପ ସିଂଙ୍କ ହିଁ ହେଉଛନ୍ତି ।

ଏହି ସିରିଜରେ କୁନାଲ ଖେମୁ ତଥା ଅଭୟ ସିଂ କହିଛନ୍ତି ଯେ, "ଅଭୟ" ର ପ୍ରଥମ ସିଜିନ ଦର୍ଶକମାନଙ୍କ ଠାରୁ ବହୁତ ଭଲ ପ୍ରତିକ୍ରିୟା ପାଇଥିଲା । ଏହାସହ ଅଭୟର ଦ୍ବିତୀୟ ସିଜିନର ଏହି ପ୍ରୋମୋ ଭିଡିଓ ସହିତ ଦର୍ଶକମାନେ ଅନୁମାନ ମଧ୍ୟ କରିପାରିବେ ଯେ ସେମାନେ ଅଭୟ ପ୍ରତାପ ସିଂଙ୍କ ଠାରୁ କେତେ ଆଶା କରୁଛନ୍ତି ।

କୁନାଲ କହିଛନ୍ତି ଯେ, 'ଅଭୟ ୨'ରେ ମୋ ଚରିତ୍ର ପାଇଁ ମୁଁ ବହୁତ ଚ୍ୟାଲେଞ୍ଜିଂର ଅଭିନୟ କରିଛି ଏବଂ ମୁଁ 'ଅଭୟ 2'ର ପ୍ରୋମୋ ଘୋଷଣା କରି ବହୁତ ଖୁସି । ଆହୁରି ମଧ୍ୟ କହିଛନ୍ତି ଯେ, ଏହି ସିରିଜରେ ମୁଁ ଅଭୟ ପ୍ରତାପ ସିଂଙ୍କ ଭୂମିକାରେ ଅଭିନୟ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.