ETV Bharat / sitara

ଜିମନାଷ୍ଟିକ୍ ରିଙ୍ଗରେ ସୁସ୍ମିତା, କହିଲେ ‘ମେଡିଟେସନ୍ ଇନ୍ ଆକ୍ସନ’ - ଜିମନାଷ୍ଟିକ୍ ରିଙ୍ଗରେ ସୁସ୍ମିତା ସେନ

ପୁଣି ନିଜ ଫର୍ମକୁ ଫେରିଲେ ସୁସ୍ମିତା । ଆରମ୍ଭ କଲେ ଜିମନାଷ୍ଟିକ୍ ୱାର୍କଆଉଟ । ଭାଇରାଲ ହେଲା ତାଙ୍କ ନୂଆ ଭିଡିଓ । ଫ୍ୟାନ୍ସଙ୍କୁ ଦେଲେ ଫିଟନେସ ମନ୍ତ୍ରା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Apr 19, 2021, 1:31 PM IST

ମୁମ୍ବାଇ: ସୁସ୍ମିତା ସେନ ନିଜକୁ ଫିଟ୍ ରଖିବା ପାଇଁ ସବୁବେଳେ ଚେଷ୍ଟା କରନ୍ତି । ସେ ଜିମ୍ ବ୍ୟତୀତ ନିଜ ଘରେ ୱାର୍କଆଉଟ କରି ଫିଟ୍ ରୁହନ୍ତି । ଆଉ ଫ୍ୟାନ୍ସଙ୍କ ସହ ନିଜ ଭିଡିଓ ମଧ୍ୟ ସେୟାର କରି ମୋଟିଭେଟ୍ କରନ୍ତି । ଏବେ ମଧ୍ୟ ସମାନ କାମ କରିଛନ୍ତି ଅଭିନେତ୍ରୀ । ହାର୍ଡକୋର ୱାର୍କଆଉଟ କରୁଥିବାର ଆସୁଛନ୍ତି ସେ ନଜର । ହେଲେ ଏଥର ଜିମନାଷ୍ଟିକ୍ ରଶିରେ ସୁସ୍ମିତାଙ୍କ ଦେଖିବାକୁ ମିଳୁଛି ଦମଦାର ଅନ୍ଦାଜ ।

ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ମେଡିଟେସନ୍ ଇନ୍ ଆକ୍ସନ । ତୁମ ସହ ମୋ ଅନୁଭୂତି ସେୟାର କରୁଛି । ମୁଁ ନିଜକୁ ଜୀବନ୍ତ ଭାବୁଛି। ଏହା ଶକ୍ତି ନିଏ ନାହିଁ । ବର୍ତ୍ତମାନ ମୋର ଅଭ୍ୟାସକୁ ମୁଁ ଫେରିଛି । ମୁଁ କିପରି ଏହି ଅନୁଭବକୁ ହରାଇପାରିଥାଆନ୍ତି। ଆଇ ଲଭ ୟୁ । ପ୍ରାକ୍ଟିସ୍ କରନ୍ତୁ, ନିଶ୍ବାସ ଉପରେ ନିୟନ୍ତ୍ରଣ ରଖନ୍ତୁ। ’

ସେହିପରି ଭିଡିଓରେ ସୁସ୍ମିତା ବ୍ଲାକଆଉଟଫିଟ୍‌ରେ ଜିମନାଷ୍ଟିକ୍ ରିଙ୍ଗରେ ଝୁଲୁଥିବାର ନଜର ଆସୁଛନ୍ତି । ଯାହାଦ୍ବାରା ସେ ନିଜର ଫିଟନେସ୍ ଗୋଲ ପୁରା କରନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.