ETV Bharat / sitara

ସୋନୁଙ୍କୁ ସହାୟତା ମେଲ୍, ଏମିତି ଦେଲେ ଉତ୍ତର

author img

By

Published : Oct 23, 2020, 7:57 PM IST

ସୋନୁ ତାଙ୍କ ଟ୍ବିଟରରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, "ପ୍ରତ୍ୟେକ ଦିନର କାହାଣୀ । ଯେତେବେଳେ ସହାୟତାର ଚିଠି ଆସିବା ବନ୍ଦ ହେବ, ସେତେବେଳେ ବିଜୟ ସୁନିଶ୍ଚିତ ’’। ଅଧିକ ପଢନ୍ତୁ...

Wish I could reach out to everyone, says Sonu Sood on 'HELP' mails he receives
ମେଲ ଆସିବା ପରେ ସୋନୁଙ୍କ ପ୍ରତିକ୍ରିୟା, ସମସ୍ତଙ୍କୁ ସହାୟତା ପାଇଁ ପ୍ରତିଶ୍ରୁତିବଦ୍ଧ

ନୂଆଦିଲ୍ଲୀ: ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଡ ପ୍ରବାସୀ ଶ୍ରମିକଙ୍କୁ ଲକଡାଉନରେ ନିଜ ଘରେ ପହଞ୍ଚାଇବାରେ ସହଯୋଗ କରିଆସୁଛନ୍ତି । ସେ ଏଯାବତ ଲକଡାଉନରେ ଅନ୍ୟ ରାଜ୍ୟରେ ଫସି ରହିଥିବା ଅନେକ ଶ୍ରମିକ, ଦିନ ମଜୁରିଆ ଓ ଛାତ୍ରଛାତ୍ରୀ ନିଜ ଘରକୁ ପଠାଇସାରିଲେଣି ।

ବର୍ତ୍ତମାନ ଅନଲକ ପରେ ମଧ୍ୟ ସୋନୁ ତାଙ୍କ କାମ ବନ୍ଦ କରି ନାହାଁନ୍ତି । ଲକଡାଉନ୍ ଆରମ୍ଭରୁ ଅନେକ ଅସହାୟ କ୍ରମାଗତ ଭାବେ ସୋନୁଙ୍କୁ ସୋସିଆଲ୍ ମିଡିଆ କିମ୍ବା ପୋଷ୍ଟ ମାଧ୍ୟମରେ ଯୋଗାଯୋଗ କରୁଛନ୍ତି ଏବଂ ସମସ୍ତଙ୍କୁ ସୋନୁ ଯଥାସମ୍ଭବ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି ।

ନିକଟରେ,ସୋନୁ ତାଙ୍କ ଟ୍ବିଟରରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଅନେକ ଗୁଡିଏ ଚିଠି ଦେଖିବାକୁ ମିଳିଛି ।

  • हर दिन की कहानी।
    जीत तब होगी जब मदद की चिट्ठियाँ आनी बंद होंगी।
    और हर परिवार खुशहाल होगा। pic.twitter.com/WoVhFaX7qo

    — sonu sood (@SonuSood) October 23, 2020 " class="align-text-top noRightClick twitterSection" data=" ">

ଏହି ଫଟୋଗୁଡ଼ିକ କ୍ୟାପସନରେ ସୋନୁ ଲେଖିଛନ୍ତି, "ପ୍ରତ୍ୟେକ ଦିନର କାହାଣୀ । ଯେତେବେଳେ ସହାୟତାର ଚିଠି ଆସିବା ବନ୍ଦ ହେବ, ସେତେବେଳେ ବିଜୟ ସୁନିଶ୍ଚିତ । ପ୍ରତ୍ୟେକ ପରିବାର ଖୁସିରେ ରହିବେ " । ସୋନୁଙ୍କ ଏହି ଟ୍ବିଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସେହିଭଳି ସୋନୁଙ୍କ କାର୍ଯ୍ୟକୁ ନେଇ ଅନେକ ଲୋକ ପ୍ରଶଂସା କରିଛନ୍ତି । ଜଣେ ୟୁଜର୍ସ ଏହି ଟୁଇଟର ଉତ୍ତରରେ ଲେଖିଛନ୍ତି, "ଦେଶର ଲୋକଙ୍କୁ ସରକାରଙ୍କ ଅପେକ୍ଷା ସୋନୁଙ୍କ ଉପରେ ଅଧିକ ବିଶ୍ବାସ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.