ETV Bharat / sitara

କେବେ ବିବାହ କରିବେ ଆଲିଆ ? ଦେଲେ ଜବାବ

ଲଭବାର୍ଡ ରଣବୀର ଏବଂ ଆଲିଆଙ୍କ ବିବାହକୁ ନେଇ ଏବେ ବହୁ ଚର୍ଚ୍ଚା ରହିଛି । ଏବେ ନିଜର ବିବାହକୁ ନେଇ ଏକ ସାକ୍ଷାତକାରରେ ଉତ୍ତର ଦେଇଛନ୍ତି ଆଲିଆ । ଅଧିକ ପଢନ୍ତୁ...

When is Alia Bhatt getting married? Actor answers
କେବେ ବିବାହ କରିବେ ଆଲିଆ ? ଦେଲେ ଜବାବ
author img

By

Published : Dec 23, 2020, 6:59 AM IST

ହାଇଦ୍ରାବାଦ: ଚଳିତ ବର୍ଷ ବଲିଉଡର ଫେମସ କପଲ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଦୀର୍ଘ ଦିନ ଧରି ରିଲେସନସିପରେ ଥିବାର କଥା ଶୁଣିବାକୁ ମିଳୁଛି । ଯାହା ପରେ ଉଭୟଙ୍କ ଅନେକ ଫଟୋ ଇଣ୍ଟରନେଟରେ ଭାଇରାଲ ମଧ୍ୟ ହେଉଛି ।

ଲଭବାର୍ଡ ରଣବୀର ଏବଂ ଆଲିଆଙ୍କ ବିବାହକୁ ନେଇ ଏବେ ବହୁ ଚର୍ଚ୍ଚା ରହିଛି ।

ରଣବୀର ଏବଂ ଆଲିଆଙ୍କ ପ୍ରଶଂସକମାନେ ତାଙ୍କର ବିବାହ ବିଷୟରେ ଶୁଣିବାକୁ ଅପେକ୍ଷା କରିଥିବାବେଳେ ନିକଟରେ ଏକ ସାକ୍ଷାତକାରରେ ରାଜି ଷ୍ଟାର କହିଛନ୍ତି ଯେ, ବର୍ତ୍ତମାନ ବିବାହ ବିଷୟରେ ମୁଁ କିଛି ଭାବିନାହିଁ, କାରଣ ମୁଁ ଏବେ ବହୁତ ଛୋଟ ଅଛି । "ମୁଁ କେବେ ବିବାହ କରିବି ? ଏହି ପ୍ରଶ୍ନ କାହିଁକି ମତେ ସମସ୍ତେ ପଚାରୁଛନ୍ତି ? ଆପଣ ଜାଣନ୍ତି ମୋର ବୟସ ମାତ୍ର 25 ବର୍ଷ, ଏବଂ ମୁଁ ଭାବୁଛି ବର୍ତ୍ତମାନ ବିବାହ କରିବା ପାଇଁ ମୋର ସଠିକ ସମୟ ଏବଂ ବୟସ ନୁହେଁ " ।

ଆଲିଆଙ୍କୁ ଶେଷ ଥର ପାଇଁ ଓଟିଟିରେ ରିଲିଜ୍ ହୋଇଥିବା ସଡକ-2ରେ ଦେଖିବାକୁ ମିଳିଥିଲା ।

ପ୍ରକାଶ ଥାଉ ଯେ, ବର୍ତ୍ତମାନ ଆଲିଆ ମଲ୍ଟିଷ୍ଟାର୍ RRRର ସୁଟିଂ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.