ETV Bharat / sitara

ସନ୍ନି ଲିଓନୀଙ୍କୁ କପି କଲେ ଶମା ସିକନ୍ଦର, ଫଟୋ ଭାଇରାଲ - viral-social-after-sunny-leone

ବର୍ତ୍ତମାନ ମଡେଲ ଶମା ସିକନ୍ଦର ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଶମା କେବଳ ଏକ ବଡ ହ୍ୟାଟ(HAT) ରେ ନିଜ ଶରୀରକୁ ଘୋଡାଇ ଫଟୋ ଉଠାଇଥିବାର ନଜର ଆସିଛନ୍ତି । ଅଧିକ ପଢନ୍ତୁ...

viral-social-after-sunny-leone-shama-sikander-takes-internet-by-storm-with-her-nude-photo-with-oversized-hat
ସନ୍ନି ଲିଓନୀଙ୍କୁ କପି କଲେ ଶମା ସିକନ୍ଦର, ଫଟୋ ଭାଇରାଲ
author img

By

Published : Jun 16, 2021, 4:57 PM IST

ନୂଆଦିଲ୍ଲୀ: ଦୁଇ ଦିନ ପୂର୍ବେ ଅଭିନେତ୍ରୀ ସନ୍ନି ଲିଓନୀଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଥିଲା । ଯେଉଁଥିରେ ସେ କେବଳ ହ୍ୟାଟ(HAT) ପିନ୍ଧି ଫଟୋସୁଟ କରିଥିଲେ ।

ବର୍ତ୍ତମାନ ମଡେଲ ତଥା ଅଭିନେତ୍ରୀ ଶମା ସିକନ୍ଦର ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଶମା କେବଳ ଏକ ବଡ ହ୍ୟାଟ(HAT) ରେ ନିଜ ଶରୀରକୁ ଘୋଡାଇ ଫଟୋ ଉଠାଇଥିବାର ନଜର ଆସିଛନ୍ତି ।

ଏହି ଫଟୋ ସେୟାର କରି ଶମା ଲେଖିଛନ୍ତି, 'ୟେ ହେଟସ୍ କା ସିଜନ୍ ହେ' । ଏବେ ଶମାଙ୍କ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ପ୍ରକାଶ ଥାଉ ଯେ, ନିକଟରେ ଶମା ଲାଇମଲାଇଟକୁ ଆସିଥିଲେ । ଖବର ଥିଲା ଯେ ଶମା କସମେଟିକ୍ ସର୍ଜରୀ କରିଥିଲେ। ଯାହାକୁ ନେଇ ସେ ବହୁତ ଭିନ୍ନ ଦେଖାଯାଉଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.